ETV Bharat / state

ମନୁଷ୍ୟକୃତ ତୃଟି ନେଇ 4 ବୁଥ୍‌ରେ ସାନି ମତଦାନ

ପୋଲିଂ ଅଧିକାରୀଙ୍କ ତୃଟି ଯୋଗୁଁ 4ଟି ବୁଥ୍‌ରେ ସାନି ମତଦାନ ନିଷ୍ପତ୍ତି । 129 ବଣାଇ ବିଧାନସଭା, 213 ସୁନ୍ଦରଗଡ ବିଧାନସଭା, 210 ଦଶପଲ୍ଲା ବିଧାନସଭା, 222 ଦଶପଲ୍ଲା ବିଧାନସଭାରେ ସାନି ମତଦାନ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

author img

By

Published : Apr 18, 2019, 5:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପୋଲିଂ ଅଧିକାରୀଙ୍କ ତୃଟି ଯୋଗୁଁ 4ଟି ବୁଥ୍‌ରେ ସାନି ମତଦାନ ନିଷ୍ପତ୍ତି । 129 ବଣାଇ ବିଧାନସଭା, 213 ସୁନ୍ଦରଗଡ ବିଧାନସଭା, 210 ଦଶପଲ୍ଲା ବିଧାନସଭା, 222 ଦଶପଲ୍ଲା ବିଧାନସଭାରେ ସାନି ମତଦାନ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିସହ ଏହି ତୃଟିରେ ଯେଉଁ ଅଧିକାରୀଙ୍କର ସମ୍ପୃକ୍ତି ରହିଛି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଏହି ତୃଟି ଯାନ୍ତ୍ରିକ ନୁହେଁ, ମନୁଷ୍ୟକୃତ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଇଭିଏମ୍‌ ବା ଭିଭିପାଟ୍‌ ମେସିନ୍‌ରେ କୌଣସି ପ୍ରକାର ତୃଟି ନଥିଲା । ହେଲେ ଯେଉଁ ଭିଭିପାଟ୍‌ ଯେଉଁଠି ଲଗାଯିବା କଥା ତାହା ହୋଇନାହିଁ । ଫଳରେ ସମସ୍ୟା ସୃଷ୍ଟି ହୋଇ ମତଦାନରେ ଅସୁବିଧା ହୋଇଛି ।

ଅନ୍ୟପଟେ ଦିନ 3ଟା ସୁଦ୍ଧା ମୋଟ୍‌ 53 ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:129 ବଣାଇ ବିଧାନସଭା, 213 ସୁନ୍ଦରଗଡ ବିଧାନସଭା, 210 ଦଶପଲ୍ଲା ବିଧାନସଭା, 222 ଦଶପଲ୍ଲା ବିଧାନସଭା ରେ ସାନି ଭୋଟ ହେବ। ଯେଉଁ ଅଧିକାରୀ ତ୍ରୁଟି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ତ୍ରୁଟି ହୋଇଛି ତାହା ମନୁଷ୍ୟକୃତ। ମେସିନରେ କୌଣସି ତ୍ରୁଟି ନଥିଲା। ଭିଭିପ୍ୟାଟ ମେସିନକୁ ଭୁଲବଶତଃ ଲାଗ ଯାଇଛି। ଯେଉଁ ଭିଭିପ୍ୟାଟ ଯେଉଁଠି ଲଗାଯିବା କଥା ତାହା ହୋଇ ନାହିଁ ଯେଉଁଥିପାଇ ଏହି ସମସ୍ୟା ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। 3 ଟା ସୁଦ୍ଧା 53 ପ୍ରତିଶତ ମତଦାନ ହୋଈଛି।

Body:ବାଇଟ ସୁରେନ୍ଦ୍ର କୁମାର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.