ETV Bharat / state

ବାହାଘର ସିଜିନ ଆଢୁଆଳରେ ଗଞ୍ଜେଇ ବେପାର, ଖଲିବସ୍ତାରେ ଚାଲିଛି କାରବାର - commisiorate police

ବାହାଘର ସିଜନର ଫାଇଦା ଉଠାଉଛନ୍ତି ଅପରାଧୀ । ଖଲିବସ୍ତା ଭିତରେ ଚାଲିଛି ଗଞ୍ଜେଇ କାରବାର । 3 ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 26, 2019, 9:07 PM IST

ଭୁବନେଶ୍ବର: ରାଜଧାନୀରେ ଚାଲିଛି ନିଆରା ଢଙ୍ଗରେ ଗଞ୍ଜେଇ କାରବାର । ବାହାଘର ସିଜନ ଆଢୁଆଳରେ ଖଲିବସ୍ତା ଭିତରେ ଭିନ୍ନ ଉପାୟରେ ଚାଲିଛି ଗଞ୍ଜେଇ କାରବାର । ଧରାପଡିଲେ ୩ ଅଭିଯୁକ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀର ମଞ୍ଚେଶ୍ବର ଥାନା ଅଞ୍ଚଳର ନୁଆ ରୋଡ ତଥା ପୁରୀ-କଟକ ରୋଡରେ ଧରାପଡିଛନ୍ତି ଏହି ଅଭିଯୁକ୍ତ । ସେମାନେ ହେଲେ ସୁରଜ କୁମାର, ଇସାକ ନାୟକ, ସିୟାନ ନାୟକ । ତିନି ଜଣ ଅଭିଯୁକ୍ତ କନ୍ଧମାଳ ବାଲିଗୁଡା ଅଞ୍ଚଳର ହୋଇଥିବା ଜଣାପଡିଛି ।

ଗୋଟିଏ ବସ୍ତାରେ ଖଲି ପତ୍ର ନେବା ସହ ୨୧କେଜି ୬୦୦ଗ୍ରାମ ଗଞ୍ଜେଇ ଭର୍ତ୍ତି କରି ଅଭିଯୁକ୍ତ କଟକ ଅଭିମୁଖେ ଯାଉଥିଲେ। ତେବେ ପଳାଶୁଣି ଛକ ନିକଟରେ ପୋଲିସ ଅଟକାଇବା ପରେ ଖଲିପତ୍ର କହି ବାହାଘର ପାଇଁ ନେଉଥିବା କହିଥିଲେ । ହେଲେ ଯାଞ୍ଚ ହେବା ପରେ ଧରାପଡିଥିଲେ ବେପାରୀ । ତିନି ଅଭିଯୁକ୍ତଙ୍କ ସହ ଗୋଟିଏ ବାଇକ ଜବତ କରି ତିନିଜଣଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଖଲିବସ୍ତା ଭିତରେ ଗଂଜେଇ କାରବାର,
୨୧କେଜି ଗଂଜେଇ ସହ ୩ଜଣ ଗିରଫ
Body:
ରାଜଧାନୀରେ ନିଆରା ଢଙ୍ଗରେ ଗଂଜେଇ କାରବାର। ବାହାଘର ସିଜନ ଆଢୁଆଳରେ ଭିନ୍ନ ଉପାୟରେ ଚାଲିଛି ଗଂଜେଇ କାରବାର।ଖଲି ବସ୍ତା ଭିତରେ ଗଂଜେଇ କାରବାର ବେଳେ ଧରାପଡିଲେ ୩ ଅଭିଯୁକ୍ତ। ରାଜଧାନୀର ମଂଚେଶ୍ବର ଥାନା ଅଂଚଳର ନୁଆ ରୋଡ ପୁରି କଟକ ରୋଡରେ ଧରାପଡିଛନ୍ତି ଏହି ଅଭିଯୁକ୍ତ। ସେମାନେ ହେଲେ ସୁରଜ କୁମାର,ଇସାକ ନାୟକ,ସିୟାନ ନାୟକ ତିନି ଜଣ କନ୍ଧମାଳ ବାଲିଗୁଡା ଅଂଚଳର। ଏକ ବସ୍ତା ଭିତରେ ଉପରେ ଓ ତଳେ ଖଲି ପତ୍ର ସାଇଜ କରି ଭିତରେ ୨୧କେଜି ୬୦୦ଗ୍ରାମ ଗଂଜେଇ ଭର୍ତି କରି କଟକ ଅଭିମୁଖେ ଯାଉଥିଲେ। ତେବେ ପଳାଶୁଣି ଛକ ନିକଟରେ ପୋଲିସ ଅଟକାଇବା ପରେ ଖଲିପତ୍ର କହି ବାହାଘର ପାଇଁନେଉଥିବା କହୁଥିଲେ ପରେ ଯାଂଚ ପରେ ଧରାପଡିଥିଲେ। ତିନି ଅଭିଯୁକ୍ତଙ୍କ ସହ ଏକ ବାଇକକୁ ଜବତ କରିଛି କମିସନରେଟ ପୋଲିସ। ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.