ETV Bharat / state

'ଫନି' ଭୟ: ରାଜ୍ୟରେ ଶିକ୍ଷାନୁଷ୍ଠାନ ଏବଂ ପରୀକ୍ଷା ବନ୍ଦ

ରାଜ୍ୟରେ ତାଣ୍ଡବ ମଚାଇପାରେ ସାମୁଦ୍ରିକ ଝଡ 'ଫନି'। ଏହାର ମୁକାବିଲା ପାଇଁ ଆଗୁଆ ସତର୍କ ହୋଇଉଠିଛି ପୁରୀ ।

author img

By

Published : May 1, 2019, 9:03 AM IST

ଫଟୋ ସୌଜନ୍ୟ: ଟ୍ୱିଟର@ANI

ଭୁବନେଶ୍ୱର: ସାମୁଦ୍ରିକ ଝଡ 'ଫନି' କୁ ରାଜ୍ୟରେ ଖେଳିଯାଇଛି ଏକ ପ୍ରକାର ଭୟର ବାତାବରଣ । ଏହାର ମୁକାବିଲା ପାଇଁ ଆଗୁଆ ସତର୍କ ହୋଇଉଠିଛି ପ୍ରଶାସନ । ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ସାମ୍ଭାବ୍ୟ ରାଜ୍ୟ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛି କେନ୍ଦ୍ର।

ସାମୁଦ୍ରିକ ଝଡ 'ଫନି' ର ପ୍ରଭାବ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) । ଏହାକୁ ଦୃଷ୍ଟିରେ ରଖି ମେ 2 ତାରିଖ ଅର୍ଥାତ ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇ ଥିବାବେଳେ, ଆଗକୁ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.