ETV Bharat / state

ସ୍ମାର୍ଟସିଟି ରାସ୍ତାରେ ମାଗଣା ଅଟୋସେବା

ରସୁଲଗଡ଼ରୁ ରାଜମହଲ, ବରମୁଣ୍ଡାରୁ ବାଣୀବିହାର । ରାଜଧାନୀରେ ବୁଧବାର ସନ୍ଧ୍ୟାରେ ଗଡିଛି ଶ୍ରଦ୍ଧାଞ୍ଜଳି ଓ ପ୍ରତିଶୋଧର ଅଟୋ ।

author img

By

Published : Feb 28, 2019, 1:40 PM IST

ପଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରସୁଲଗଡ଼ରୁ ରାଜମହଲ, ବରମୁଣ୍ଡାରୁ ବାଣୀବିହାର । ରାଜଧାନୀରେ ବୁଧବାର ସନ୍ଧ୍ୟାରେ ଗଡିଛି ଶ୍ରଦ୍ଧାଞ୍ଜଳି ଓ ପ୍ରତିଶୋଧର ଅଟୋ । ଦୁଇ ଜଣ ଅଟୋ ଚାଳକ ପୁରା ଦିନ ଯାତ୍ରୀଙ୍କୁ ଯୋଗାଇଛନ୍ତି ମାଗଣା ସେବା । ପୁଲୱାମାରେ ୪୦ ଜଣ ଯବାନ ସହିଦ ହେବା ପରେ କିଭଳି ବାୟୁସେନା ପ୍ରତିଶୋଧ ନେଇଛି ସେହି ଉଦ୍ଦେଶ୍ୟରେ ଯୋଗାଇଥିଲେ ଅଟୋ ସେବା।

ବଡ କଥା ଯାତ୍ରୀମାନେ ଅଟୋ ଭଡା ନେବାକୁ ବାଧ୍ୟ କରିଥିଲେ ବି ମନା କରିଥିଲେ ଅଟୋ ଚାଳକ। ଏପରିକି ଏହି ଦୁଇ ଦେଶପ୍ରେମୀଙ୍କ ସହ ସେଲ୍ଫି ଉଠାଇବା ପରେ ଖୁସିରେ କୁଣ୍ଢାଇ ପକାଇଥିଲେ ଯାତ୍ରୀ।

ସୋସିଆଲ ମିଡିଆରେ ଏବେ ଦେଶପ୍ରେମକୁ ନେଇ ଢେର ସାରା ପୋଷ୍ଟ କରାଯାଉଛି । କିନ୍ତୁ ଲୋକଙ୍କୁ ସେବା ଯୋଗାଇ ସଚ୍ଚା ଶ୍ରଦ୍ଧାଞ୍ଜଳି ଦେଖାଇଛନ୍ତି ଏହି ଦୁଇ ଯୁବକ।

ଭୁବନେଶ୍ୱରରୁ ତାପସ ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

Intro:Body:

ସ୍ମାର୍ଟସିଟି ରାସ୍ତାରେ ମାଗଣା ଅଟୋସେବା

ଭୁବନେଶ୍ରବର: ସୁଲଗଡ଼ରୁ ରାଜମହଲ, ବରମୁଣ୍ଡାରୁ ବାଣୀବିହାର । ରାଜଧାନୀରେ ବୁଧବାର ସନ୍ଧ୍ୟାରେ ଗଡିଛି ଶ୍ରଦ୍ଧାଞ୍ଜଳି ଓ ପ୍ରତିଶୋଧର ଅଟୋ । ଦୁଇଜଣ ଅଟୋ ଚାଳକ ପୁରା ଦିନ ଯାତ୍ର୍ରୀଙ୍କୁ ଯୋଗାଇଛନ୍ତି ମାଗଣା ସେବା । ପୁଲୱାମାରେ ୪୦ ଜଣ ଯବାନ ସହିଦ ହେବାପରେ କିଭଳି ବାୟୁସେନା ପ୍ରତିଶୋଧ ନେଇଛି ସେହି ଉଦ୍ଦେଶ୍ୟରେ ଯୋଗାଇଥିଲେ ଅଟୋ ସେବା।

ବଡ କଥା ଯାତ୍ରୀମାନେ ଅଟୋ ଭଡା ନେବାକୁ ବାଧ୍ୟ କରିଥିଲେ ବି ମନା କରିଥିଲେ ଅଟୋ ଚାଳକ। ଏପରିକି ଏହି ଦୁଇ ଦେଶପ୍ରେମୀଙ୍କ ସହ ସେଲ୍ଫି ଉଠାଇବା ପରେ ଖୁସିରେ କୁଣ୍ଢାଇପକାଇଥିଲେ ଯାତ୍ରୀ।

ସୋସିଆଲ ମିଡିଆରେ ଏବେ ଦେଶପ୍ରେମକୁ ନେଇ ଢେର ସାରା ପୋଷ୍ଟ କରାଯାଉଛି । କିନ୍ତୁ ଲୋକଙ୍କୁ ସେବା ଯୋଗାଇ ସଚ୍ଚା ଶ୍ରଦ୍ଧାଞ୍ଜଳି ଦେଖାଇଛନ୍ତି ଏହି ଦୁଇ ଯୁବକ।

ଭୁବନେଶ୍ୱରରୁ ତାପସ ପରିଡାଙ୍କ ରିପୋର୍ଟ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.