ETV Bharat / state

ପୁରୀକୁ ଛାଡି ସବୁଠି ସ୍ବାଭାବିକ ହେବ ବିଦ୍ୟୁତ ସେବା - ପୁରୀ

ପୁରୀ ସହରକୁ ବାଦ ଦେଇ ବାକି ସବୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆସନ୍ତା 12 ତାରିଖ ବିଜୁଳି ଯୋଗାଇ ଦିଆଯିବା ନେଇ ଜଣାଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା। ପ୍ରାୟ 90 ପ୍ରତିଶତ ଅଞ୍ଚଳକୁ ବିଜୁଳି ସଂଯୋଗ ଦିଆଯିବ।

author img

By

Published : May 10, 2019, 2:26 PM IST

ଭୁବନେଶ୍ବର: ବତ୍ୟା ଫନି ପରେ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି । ବିଦ୍ୟୁତ ବ୍ୟବସ୍ଥାକୁ ସୁଧାରିବା ପାଇଁ ରାଜ୍ୟସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରିରଖିଛନ୍ତି ।

ପୁରୀ ସହରକୁ ବାଦ ଦେଇ ବାକି ସବୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆସନ୍ତା 12 ତାରିଖ ବିଜୁଳି ଯୋଗାଇ ଦିଆଯିବା ନେଇ ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି । ପ୍ରାୟ 90 ପ୍ରତିଶତ ଅଞ୍ଚଳକୁ ବିଜୁଳି ସଂଯୋଗ ହେବ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଗତକାଲି ପର୍ଯ୍ୟନ୍ତ ଭୁବନେଶ୍ବରରେ ଯେତିକି ଅଞ୍ଚଳରେ ଯରୁରୀକାଳୀନଭିତ୍ତିରେ ଦିଆଯାଇ ପାରିଲା ତାହା ଅଣ୍ଡରଗ୍ରାଉଣ୍ଡ କେବୁଲିଂ ଯୋଗୁ ସମ୍ଭବ ହୋଇପାରିଥିବା ଶକ୍ତି ସଚିବ ପ୍ରତିକ୍ରିୟା ଦେଇଛନ୍ତି ।

କେରଳ ଓ କର୍ଣ୍ଣାଟକରୁ ଅଧିକ ବିଜୁଳି କର୍ମଚାରୀ ଆସି ପୁରୀ ସହରରେ ବିଜୁଳି ମରାମତି କାର୍ଯ୍ଯରେ ନିୟୋଜିତ ହେବେ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ଏଥି ସହିତ ବିଭିନ୍ନ କଲେଜର ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବିଜୁଳି ଏଥିରେ ଲଗାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ଘୁଂଚିଲା ପାଟକୁରା ନିର୍ବାଚନ। ବିଜେଡି ପ୍ରାର୍ଥୀ ବେଡ଼ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ଆସନ୍ତା 19ରେ ଏହି ନିର୍ବାଚନ ହେବାର ଥିଲା। ତେବେ ଫୋନି ପାଇଁ ଏହି ନିର୍ବାଚନ କୁ ସ୍ଥଗିତ ରଖାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଆସନ୍ତ 60 ଦିନ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ତାରିଖ ନେଇ କମିଶନ ଜଣାଇବେ। 
ତେବେ ଏହି ଘୋଷଣା ପରେ ବିଜେଡିକୁ ଆସ୍ୱସ୍ତି ମିଳିଛି। ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କୁ ଭେଟି ତାରିଖ ଘୁଞ୍ଚାଇବାକୁ କହିଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.