ରାଉରକେଲା: ମେ 20ରେ ହେବାକୁ ଥିବା ବିପିୟୁଟି ପରୀକ୍ଷାକୁ ଆସନ୍ତା ଜୁନ 13 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଅଲ ଇଣ୍ଡିଆ ନିଟ୍(NEET)ପରୀକ୍ଷା ଯୋଗୁଁ ଏହି ବିପିୟୁଟିର ପରୀକ୍ଷା ତାରିଖ ବଦଳି କରା ଯାଇଥିବାକୁ ନେଇ ନୋଟିସ ଜାରି କରିଛନ୍ତି ବିପିୟୁଟି କର୍ତ୍ତୃପକ୍ଷ ।
ଏହି ସମ୍ପର୍କରେ ସୋମବାର ବିପିୟୁଟି ପକ୍ଷରୁ ସବୁ ପରୀକ୍ଷା କେନ୍ଦ୍ର ଗୁଡିକୁ ମଧ୍ୟ ସୂଚନା ପ୍ରଦାନ କରଯାଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ