ETV Bharat / state

ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ସନ୍ତୁଷ୍ଟ କରିଛି ବିଜେପି

ନିର୍ବାଚନ ପୂର୍ବର ଦଳ ଛାଡିଛନ୍ତି କେତେକ ନେତା । ଦଳରେ ଅଣଦେଖା ତଥା କୋଣଠେସା ଯୋଗୁ ଦଳ ଛାଡିଥିବା ବେଳେ ବିଜେପିରେ ସାମିଲ ହୋଇଥିଲେ ବହୁନେତା । ତେବେ ଗତକାଲି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଅସୁନ୍ତଷ୍ଟ ନେତାଙ୍କୁ ଦଳ ଟିକେଟ ଦେଇଛି ।

author img

By

Published : Mar 22, 2019, 11:02 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ନେତାଙ୍କୁ ସନ୍ତୁଷ୍ଟ କରୁଛି ବିଜେପି । ବିଜେଡି ଓ କଂଗ୍ରେସ ଛାଡି ପଦ୍ମ ଧରିଥିବା ନେତାଙ୍କୁ ଥଇଥାନ କରାଯାଇଛି । ଏପରିକି ଦଳ ପକ୍ଷରୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଭଳି ଟିକେଟ ପ୍ରଦାନ କରାଯାଇଛି ।

Bjp, ticket, list, Bhubaneswar, party, reason,  ଭୁବନେଶ୍ୱର

ସୂଚନାନୁସାରେ, ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ଏରସମା-ବାଲିକୁଦାରୁ ନିର୍ବାଚନ ଲଢିବେ । ନିଜ ଅଞ୍ଚଳରୁ ନିର୍ବାଚନ ଲଢୁଥିବାରୁ ସେଠାରେ ତାଙ୍କର ଦବଦବା ରହିଛି । ସେହିପରି ସାଲେପୁର ନିର୍ବାଚନ ମଣ୍ଡଳୀରୁ ପ୍ରକାଶ ବେହେରା, ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ କୁସୁମ ଟେଟେ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ଯାଜପୁରରୁ ଗୌତମ ରାୟ, ମାହାଙ୍ଗାରୁ ଶାରଦା ପ୍ରଧାନ, ବ୍ରହ୍ମଗିରି ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଏକାମ୍ରରୁ ବାବୁ ସିଂ, ପାରଳାଖେମୁଣ୍ଡି କେ. ନାରାୟଣ ରାଓ ଭଳି ନେତାଙ୍କୁ ତାଙ୍କ ପସନ୍ଦ ମୁତାବକ ଆସନ ଦିଆଯାଇଛି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

SLUG..ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ .
Format.. AVB
Reporter.Badsah Jusman Rana.
Date.21.03.2019
Place. Sambalpur।
ଭିଜୁଆଲ ମଜୋ ରୁ ଅଫଲୋଡ଼ ହୋଇଛି।

Anchor.. ସମ୍ବଲପୁର  RCCF କାର୍ଯ୍ୟାଳୟ ଠାରେ ଜିଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି।ମାର୍ଚ୍ଚ 21 ତାରିଖ କୁ ବିଶ୍ୱ ବନ ଦିବସ ଭାବରେ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଆଜି ଫରେଷ୍ଟ ଆଣ୍ଡ ଏଜୁକେସନ ଥିମ ର ଏକ ଫୋଟୋ ଚିତ୍ର ଅଙ୍କନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମ୍ବଲପୁର ସମେତ ଆଖ ପାଖ ଜିଲ୍ଲାର  କଳାକାର ମାନେ ଆସି ବଣ ଜଙ୍ଗଲ,ପଶୁ ପକ୍ଷୀ ପରିବେଶ ସମ୍ପର୍କିତ ସଚେତନ ଧର୍ମୀ ଚିତ୍ର ମାନ ଆଙ୍କିଥିଲେ। ।ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ର ବିଭିନ୍ନ ବନଖଣ୍ଡର  ଡିଏଫଓ , ବନ ବିଭାଗର ବରିଷ୍ଠ କର୍ମଚାରୀ ,ପରିବେଶବିତ, ସଚେତନ ନାଗରିକ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ର ବର୍ତମାନ ପରିସ୍ଥିତିରେ ଗୁରୁତ୍ୱ ,ପରିବେଶ ସୁରକ୍ଷା ଉପରେ ନିଜ ନିଜର ମତ ରଖିଥିଲେ।
Byte.1.ଡା.ସଞ୍ଜିତ କୁମାର..DFO , ସମ୍ବଲପୁର।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.