ETV Bharat / state

ବିଜେପିର 5ମ ପ୍ରାର୍ଥୀ ତାଲିକା: ବସ୍ତାରୁ ରଘୁନାଥ ବିଧାୟକ ପ୍ରାର୍ଥୀ - bhubaneswar

ବିଜେପି ପକ୍ଷରୁ ପ୍ରକାଶ ପାଇଛି 5ମ ପ୍ରାର୍ଥୀ ତାଲିକା । ଏଥିରେ 4ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ସଦ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ରଘୁନାଥ ମହାନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 4, 2019, 1:57 AM IST

ଭୁବନେଶ୍ବର: ବିଜେପି ପକ୍ଷରୁ ପ୍ରକାଶ ପାଇଛି 5ମ ପ୍ରାର୍ଥୀ ତାଲିକା । ଏଥିରେ 4ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ସଦ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ରଘୁନାଥ ମହାନ୍ତି ।

ରଘୁନାଥଙ୍କୁ ଦଳ ବସ୍ତାରୁ ବିଧାୟକ ପ୍ରାର୍ଥୀ କରିଛି । ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ନିଆଳି (ଏସସି)ରୁ ଛବି ମଲ୍ଲିକ, ଭୋଗରାଇରୁ ମାନସ ମହାନ୍ତି ଏବଂ ଚମ୍ପୁଆରୁ ମୁରଲୀ ଶର୍ମା । ତୃତୀୟ ପର୍ଯ୍ୟାୟରେ ଚମ୍ପୁଆରେ ନିର୍ବାଚନ ହେବାକୁ ଥିବାବେଳେ ବାକି 3ଟି ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ବିଜେପିର 5ମ ପ୍ରାର୍ଥୀ ତାଲିକା: ବସ୍ତାରୁ ରଘୁନାଥ ବିଧାୟକ ପ୍ରାର୍ଥୀ

ଭୁବନେଶ୍ବର: ବିଜେପି ପକ୍ଷରୁ ପ୍ରକାଶ ପାଇଛି 5ମ ପ୍ରାର୍ଥୀ ତାଲିକା । ଏଥିରେ 4ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ସଦ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ରଘୁନାଥ ମହାନ୍ତି ।

ରଘୁନାଥଙ୍କୁ ଦଳ ବସ୍ତାରୁ ବିଧାୟକ ପ୍ରାର୍ଥୀ କରିଛି । ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ନିଆଳି (ଏସସି)ରୁ ଛବି ମଲ୍ଲିକ, ଭୋଗରାଇରୁ ମାନସ ମହାନ୍ତି ଏବଂ ଚମ୍ପୁଆରୁ ମୁରଲୀ ଶର୍ମା । ତୃତୀୟ ପର୍ଯ୍ୟାୟରେ ଚମ୍ପୁଆରେ ନିର୍ବାଚନ ହେବାକୁ ଥିବାବେଳେ ବାକି 3ଟି ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.