ETV Bharat / state

ନବୀନଙ୍କ ପ୍ରଶଂସାରେ ଦିଲ୍ଲୀ ବିଧାୟିକା - BBSR news

ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତିଛନ୍ତି ଦିଲ୍ଲୀ ବିଧାୟିକା ଅଳକା ଲମ୍ବା । ଅଳକା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ବିଟରରେ ନବୀନଙ୍କ ତାରିଫ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@LambaAlka
author img

By

Published : Mar 12, 2019, 11:16 AM IST

ଭୁବନେଶ୍ବର: ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଦିଲ୍ଲୀ ଦରବାରରେ । ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତିଛନ୍ତି ଦିଲ୍ଲୀ ବିଧାୟିକା ଅଳକା ଲମ୍ବା । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ବିଟରରେ ନବୀନଙ୍କ ତାରିଫ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ରବିବାର କେନ୍ଦ୍ରାପଡାରେ ନବୀନ ମହିଳା କାର୍ଡ ଖେଳିଥିଲେ । ଆଗାମୀ ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବ ବୋଲି ସେ ଘୋଷଣା କରିଥିଲେ । ଏଥିପାଇଁ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି ଅଳକା।

  • @Naveen_Odisha Sir, Great respect for you😊, you are the first leader who hv announced this(33% LS tickets to Women).
    If I were in #Odisha then my vote would have been for BJD :).
    My appeal to the people of Odisha do Vote for these Women candidates n make sure they all will win👍 pic.twitter.com/Z7RC2yQizA

    — Alka Lamba (@LambaAlka) March 11, 2019 " class="align-text-top noRightClick twitterSection" data=" ">

ସେ ଟ୍ବିଟରରେ ଲେଖିଛନ୍ତି ଯେ ଓଡିଶାରେ ଥିଲେ ସେ ବିଜେଡିକୁ ଭୋଟ ଦେଇଥାନ୍ତେ । ଏପରି ପଦକ୍ଷେପ ନେବାରେ ନବୀନ ପ୍ରଥମ ରାଜନେତା ବୋଲି ସେ ପରିପ୍ରକାଶ କରିଛନ୍ତି । ଏହାସହ ଓଡିଶା ଭୋଟରଙ୍କୁ ସେ ସମସ୍ତ ମହିଳା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି । ସେମାନେ ଯେପରି ଜିତିବେ ସେଥିପାଇଁ ମଧ୍ୟ ଉଦ୍ୟମ କରିବାକୁ ଅଳକା କହିଛନ୍ତି ।

ଅଳକା ଆମ ଆଦମୀ ପାର୍ଟି(ଆପ୍‌) ଦଳରୁ ଦିଲ୍ଲୀ ଚାନ୍ଦିନୀ ଚୌକର ବିଧାୟିକା ଅଛନ୍ତି । ପୂର୍ବରୁ ସେ 20 ବର୍ଷ ଧରି କଂଗ୍ରେସ ଦଳରେ ରହିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Dear Mr Srikanth,
 
Please update the list of Reporters and CEs in of the page Mar 11 of the enclosed excel sheet in the new CMS. With a copy of this mail I am requesting HR Department to allot an official email ID to Mr Prasun Moitra.
 
Thanks,
Dipankar Choudhury
Your message is ready to be sent with the following file or link attachments:
REPORTER N STRINGER UPDATION.xlsx

Note: To protect against computer viruses, e-mail programs may prevent sending or receiving certain types of file attachments.  Check your e-mail security settings to determine how attachments are handled. 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.