ETV Bharat / state

ଧଳା ସାରର କଳା ବଜାର - ବୌଦ୍ଧରେ ଚାଷୀଙ୍କ ସମସ୍ୟା

ବୌଦ୍ଧ ଜିଲ୍ଲାରେ ୟୁରିଆ ସାରକୁ ଦୁଇରୁ ତିନି ଗୁଣା ଅଧିକ ଦରରେ ବିକ୍ରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ବ୍ୟବସାୟୀମାନେ ମଧ୍ୟ ୟୁରିଆ ସାରର କଳା ବଜାର ହେଉଥିବା ଅଭିଯୋଗକୁ ସ୍ବୀକାର କରି ଏଥିପାଇଁ ବିଭାଗର ଉଦାସୀନତା ଓ ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି ।

urea
author img

By

Published : Oct 12, 2019, 11:04 PM IST

Updated : Oct 12, 2019, 11:46 PM IST

ବୌଦ୍ଧ: ଧଳା ସାରର କଳା ବଜାର । ଏକ ବ୍ୟବସାୟିକ ଜାଲ ବୁଣାଯାଇ ଚାଷୀଙ୍କୁ ଲୁଟ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ବ୍ୟବସାୟୀ ମାନେ ମାନୁଥିଲେ ମଧ୍ୟ ବିଭାଗର ଅପାରଗତାକୁ ଲୁଚାଇବାକୁ ସରକାରୀ ବାବୁ ଏହି ଖୋଲା ସତ୍ୟକୁ ନମାନି କେହି ଅଭିଯୋଗ କରି ନାହାନ୍ତି ବୋଲି କହିଛନ୍ତି ।

ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର କଳାବଜାରୀ

ବୌଦ୍ଧ ଜିଲ୍ଲାର ହାରାହାରି ଷାଠିଏ ଭାଗରୁ ଉର୍ଦ୍ଧ୍ବ ଜମିରେ ଧାନ ଚାଷ ହୋଇଥାଏ । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଧିକ ପରିମାଣରେ ଭଲ ଧାନ ଚାଷ ହୋଇଥିଲା ବେଳେ ଏଥିପାଇଁ ଆବଶ୍ୟକ ୟୁରିଆ ସାରକୁ ମଧ୍ୟ ଦୁଇରୁ ତିନି ଗୁଣା ଅଧିକ ଦରରେ ବିକ୍ରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ବ୍ୟବସାୟୀମାନେ ମଧ୍ୟ ୟୁରିଆ ସାରର କଳା ବଜାର ହେଉଥିବା ଅଭିଯୋଗକୁ ସ୍ବୀକାର କରି ଏଥିପାଇଁ ବିଭାଗର ଉଦାସୀନତା ଓ ଅବ୍ୟବସ୍ଥାକୁ ଦାୟୀ କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ କହିଛନ୍ତି ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ ।

ଖୋଲାଖୋଲି ଭାବେ ଗ୍ରାମାଞ୍ଚଳରେ ଧଳା ୟୁରିଆ ସାରର କଳା ବଜାର ହେଉଥିବା ବେଳେ ଅଧିକାରୀଙ୍କ ଏଭଳି ତାତ୍ସଲ୍ୟ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଧଳା ସାରର କଳା ବଜାର । ଏକ ବ୍ୟବସାୟିକ ଜାଲ ବୁଣାଯାଇ ଚାଷୀଙ୍କୁ ଲୁଟ କରାଯାଉଥିବା ଅଭିଯୋଗ ହୋଇଛି ।ଅଭିଯୋଗ କୁ ବ୍ୟବସାୟୀ ମାନେ ମାନୁଥିଲେ ମଧ୍ୟ ବିଭାଗର ଅପାରଗତାକୁ ଲୁଚାଇବାକୁ ସରକାରୀ ବାବୁ ଏହି ଖୋଲା ସତ୍ୟ କୁ ନମାନି କେହି ଅଭିଯୋଗ କରି ନାହାନ୍ତି ବୋଲି ଅବାନ୍ତର ଉତ୍ତର ଦେଇଛନ୍ତି ।
ବୌଦ୍ଧ ଜିଲ୍ଲାର ହାରାହାରି ସାଠିଏ ଭାଗରୁ ଉର୍ଦ୍ଧ୍ବ ଜମିରେ ଧାନ ଚାଷ ହୋଇଥାଏ ।ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଧିକ ପରିମାଣରେ ଭଲ ଧାନ ଚାଷ ହୋଇଥିଲା ବେଳେ ଏଥିପାଇଁ ଆବଶ୍ୟକ ୟୁରିଆ ସାର କୁ ମଧ୍ୟ ଦୁଇ ରୁ ତିନି ଗୁଣା ଅଧିକ ଦରରେ ବିକ୍ରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।ବ୍ୟବସାୟୀ ମାନେ ମଧ୍ୟ ୟୁରିଆ ସାରର କଳା ବଜାର ହେଉଥିବା ଅଭିଯୋଗ କୁ ସ୍ବୀକାର କରି ଏଥିପାଇଁ ବିଭାଗର ଉଦାସୀନତା ଓ ଅବ୍ୟବସ୍ଥା କୁ ଦାୟୀ କରିଛନ୍ତି ।କିନ୍ତୁ ବିଭାଗୀୟ ଅଧିକାରୀ କହିଛନ୍ତି ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ ।ଖୋଲାଖୋଲି ଭାବେ ଗ୍ରାମାଞ୍ଚଳରେ ଧଳା ୟୁରିଆ ସାରର କଳା ବଜାର ହେଉଥିବା ବେଳେ ଅଧିକାରୀ ଙ୍କ ଏଭଳି ତାତ୍ସଲ୍ୟ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Body:ବୌଦ୍ଧ ରେ ଧଳା ସାରର କଳା ବଜାର ।

Conclusion:ବାଇଟ-୧-ନିର୍ମଳ ସେଠୀ,ଚାଷୀ
ବାଇଟ-୨-ରଜିତ ରଞ୍ଜନ ମିଶ୍ର, ସାର ବ୍ୟବସାୟୀ
ବାଇଟ-୩-ନାରାୟଣ ମହାନନ୍ଦ,କୃଷି ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Oct 12, 2019, 11:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.