ETV Bharat / state

ଟ୍ରାନ୍ସଫର୍ମରରେ ପିଟି ହେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରଇଠାଣୀ ଗାଁ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥରେ ଏକ ଟ୍ରକର ଆଗଚକ ଫାଟିଯିବାରୁ ରାସ୍ତା କଡରେ ଥିବା ଏକ ଟ୍ରାନ୍ସଫର୍ମରରେ ବାଡେଇ ହୋଇ ଓଲଟି ପଡିଥିଲା । ତେବେ ସମ୍ମୁଖରେ ଥିବା ଘରର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

truck
truck
author img

By

Published : Nov 30, 2019, 2:41 AM IST

ବୌଦ୍ଧ: ଶହେ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରରେ ପିଟିହୋଇ ଓଲଟିଲା ଟ୍ରକ । ଏହି ଦୁର୍ଘଟଣାରୁ ସୌଭାଗ୍ୟବଶତଃ ଟ୍ରକର 2କର୍ମଚାରୀ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଛନ୍ତି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରଇଠାଣୀ ଗାଁ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି ।

ଟ୍ରାନ୍ସଫର୍ମରରେ ପିଟି ହେଲା ଟ୍ରକ

ସୂଚନାଥାଉକି, ୫୭ ନଂ ଜାତୀୟ ରାଜପଥରେ ଶୁକ୍ରବାର ଦିନ ପ୍ରାୟ 3ଟାବେଳେ ଏକ ଟମାଟୋ ବୋଝେଇ ଟ୍ରକର ଆଗଚକ ଫାଟିଯିବାରୁ ରାସ୍ତା କଡରେ ଥିବା ଏକ ଶହେ କେଭି ଟ୍ରାନ୍ସଫର୍ମରରେ ବାଡେଇ ହୋଇ ଓଲଟି ପଡିଥିଲା । ଟ୍ରାନ୍ସଫର୍ମର ନିକଟରେ ଥିବା ଏକ ଘର ସମ୍ପୂର୍ଣ୍ଣ ରୂପେ ଏହି ଦୁର୍ଘଟଣାରୁ ଆକସ୍ମିକ ଭାବରେ ରକ୍ଷା ପାଇ ଯାଇଛି ।

ଦୁର୍ଘଟଣାରେ ଟ୍ରାନ୍ସଫର୍ମରଟି ସମ୍ପୂର୍ଣ୍ଣ ରୂପେ ଟ୍ରକ ତଳେ ଚାପି ହୋଇ ଯାଇଥିବା ବେଳେ ବୌଦ୍ଧ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଶହେ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ରେ ପିଟିହୋଇ ଓଲଟିଲା ଟ୍ରକ ।ସମ୍ମୁଖରେ ଥିବା ଘରର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରଇଠାଣୀ ଗ୍ରାମ ନିକଟସ୍ଥ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଶୁକ୍ରବାର ଦିନ ପ୍ରାୟ ତିନିଟା ବେଳେ ଏକ ଟମାଟୋ ବୋଝେଇ ଟ୍ରକ ର ଆଗଚକ ଫାଟିଯିବାରୁ ସିଧାସଳଖ ଯାଇ ରାସ୍ତା କଡରେ ଥିବା ଏକ ଶହେ କେଭି ଟ୍ରାନ୍ସଫର୍ମରରେ ବାଡେଇ ହୋଇ ଓଲଟି ପଡିଥିଲା । ଟ୍ରାନ୍ସଫର୍ମର ନିକଟରେ ଥିବା ଏକ ଘର ସମ୍ପୂର୍ଣ୍ଣ ରୂପେ ଏହି ଦୁର୍ଘଟଣା ରୁ ଆକସ୍ମିକ ଭାବରେ ରକ୍ଷା ପାଇଥିବା ବେଳେ ସୌଭାଗ୍ୟ ବଶତଃ ଟ୍ରକ ର ଦୁଇ କର୍ମଚାରୀ ଅଳ୍ପକେ ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି ।ଦୁର୍ଘଟଣା ରେ ଟ୍ରାନ୍ସଫର୍ମର ଟି ସମ୍ପୂର୍ଣ୍ଣ ରୂପେ ଟ୍ରକ ତଳେ ଚାପି ହୋଇ ଯାଇଥିବା ବେଳେ ବୌଦ୍ଧ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Body:ଟ୍ରାନ୍ସଫର୍ମର ରେ ବାଡେଇ ଓଲଟି ପଡି ଅଳ୍ପକେ ବର୍ତ୍ତିଲା ଜୀବନ ।

Conclusion:ବାଇଟ-୧-ଜ୍ୟୋତି ରଞ୍ଜନ ବିଶି,ଗ୍ରାମବାସୀ
ବାଇଟ-୨-ସାହାବୁଦ୍ଦିନ ଜମାଦାର,ଟ୍ରକ ଡ୍ରାଇଭର
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.