ETV Bharat / state

କୁଇଣ୍ଟାଲରୁ ଊର୍ଦ୍ଧ୍ବ ସୁନା ଅଳଙ୍କାରରେ ସଜେଇ ହେଲେ କାଳିଆ ସୁନା

ଇସ୍କନରେ କୁଇଣ୍ଟାଲ ଉପରକୁ ସୁନା ପିନ୍ଧିଲେ କଳା ଠାକୁର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 14, 2019, 9:03 AM IST

ଭୁବନେଶ୍ବର: ଇସ୍କନରେ କୁଇଣ୍ଟାଲରୁ ଊର୍ଦ୍ଧ୍ବ ସୁନା ପିନ୍ଧିଲେ କଳା ଠାକୁର । ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ଜଗତର ନାଥ ଜଗନ୍ନାଥ ନିଜ ଭଉଣୀ ଓ ବଡ଼ ଭାଇ ସହ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେଇଥାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ କୁହାଯାଏ ଯେ ଆଜିର ଦିନରେ ପ୍ରଭୁଙ୍କ ଦର୍ଶନ ଭାଗ୍ୟରେ ଥିଲେ ମିଳିଥାଏ । ସେଥିପାଇଁ ଆଜି ଖାଲି ଯେ ବଡ଼ଦାଣ୍ଡ ସଜବାଜ ହୋଇଛି, ତାହା ନୁହେଁ ସାରା ଗାଁ ଠାରୁ ସବୁଠି ପ୍ରସ୍ତୁତି ଚାଲିଛି । ଠିକ ସେହିଭଳି ସ୍ମାର୍ଟସିଟି ଭୁବନେଶ୍ବର ବି ଏଠୁ ବାଦ ପଡିନି । ଆଜି ଭୁବନେଶ୍ବରସ୍ଥିତ ଇସ୍କନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଅନ୍ୟପଟେ ଇସ୍କନସ୍ଥିତ ତିନି ଠାକୁରଙ୍କୁ ଗୋଟିଏ କୁଇଣ୍ଟାଲରୁ ଅଧିକ ସୁନା ପିନ୍ଧାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଇସ୍କନ ରେ କୁଇଣ୍ଟାଲ ଉପରକୁ ସୁନା ପିନ୍ଧିଲେ କଳା ଠାକୁର

Body:ଆଜି ହେଉଛି ଆଷାଢ ଶୁକ୍ଳ ଏକାଦଶୀ ତିଥି, ଆଉ ଆଜି ଭଳି ପବିତ୍ର ଦିନ ରେ ଜଗତ ର ନାଥ ଜଗନ୍ନାଥ ନିଜ ଭଉଣୀ ଓ ବଡ଼ ଭାଇ ସହ ଭକ୍ତ ଙ୍କୁ ଶୁନା ବେଶ ରେ ଦର୍ଶନ ଦେଇଥାନ୍ତି। ଅନ୍ୟ ପଟେ କୁହାଯାଏ ଯେ ଆଜି ର ଦିନ ରେ ପ୍ରଭୁଙ୍କ ଦର୍ଶନ ଭାଗ୍ୟ ରେ ଥିଲେ ମିଳିଥାଏ । ସେଥିପାଇଁ ଆଜି ଖାଲି ଯେ ବଡ଼ଦାଣ୍ଡ ସଜବାଜ ହୋଇଛି ତାହା ନୁହଁ ସାରା ଗାଁ ଠାରୁ ସବୁଠି ପ୍ରସ୍ତୁତି ଚାଲିଛି। ଠିକ ସେଭଳି ସ୍ମାର୍ଟ ସିଟି ଭୁବନେଶ୍ୱର ବି ଏଠୁ ବାଦ ପଡିନି, ଆଜି ଭୁବନେଶ୍ୱର ସ୍ଥିତ ଇସ୍କନ ମଂଦିର ରେ ଭକ୍ତ ଙ୍କ ପ୍ରବଳ ଭିଜ ଦେଖିବା କୁ ମିଳିଛି। ଅନ୍ୟ ପଟେ ଇସ୍କନ ସ୍ଥିତ ତିନିଠାକୁର ଙ୍କୁ ଗୋଟିଏ କୁଇଣ୍ଟାଲ ରୁ ଅଧିକ ସୁନା ପିନ୍ଧା ଯାଇଛି

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.