ETV Bharat / state

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଚାନକ ବୌଦ୍ଧ ଗସ୍ତ

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଚାନକ ଡାକ୍ତରଖାନା ଓ ଓ୍ବାନ ଷ୍ଟପ ସେଣ୍ଟର ପରିଦର୍ଶନ । ବୌଦ୍ଧ ଜିଲ୍ଲାକୁ ଅଚାନକ ଗସ୍ତ କରି ମୁଖ୍ୟ ଡାକ୍ତରଖାନା ଓ ଓ୍ବାନ ଷ୍ଟପ ସେଣ୍ଟର ତଦାରଖ କରିଛନ୍ତି ।

state-women-comission-chairman-visit-boudh-district
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଚାନକ ବୌଦ୍ଧ ଗସ୍ତ
author img

By

Published : Jan 18, 2020, 3:03 PM IST

ବୌଦ୍ଧ: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଚାନକ ଡାକ୍ତରଖାନା ଓ ଓ୍ବାନ ଷ୍ଟପ ସେଣ୍ଟର ପରିଦର୍ଶନ । ବୌଦ୍ଧ ଜିଲ୍ଲାକୁ ଅଚାନକ ଗସ୍ତ କରି ମୁଖ୍ୟ ଡାକ୍ତରଖାନା ଓ ଓ୍ବାନ ଷ୍ଟପ ସେଣ୍ଟର ପରିଦର୍ଶନ କରିଛନ୍ତି ।

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଚାନକ ବୌଦ୍ଧ ଗସ୍ତ

ଶନିବାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ଼ ମିନତୀ ବେହେରା ପହଞ୍ଚି ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଥିଲେ । ଏଥି ସହିତ ଓ୍ବାନ ଷ୍ଟପ ସେଣ୍ଟରରେ ପହଞ୍ଚି ସେଠାକାର ସୁବିଧା ଅସୁବିଧା ପଚାରି ବୁଝିଥିଲେ ।କମିଶନଙ୍କ ଗସ୍ତର ସୁରାକ ପ୍ରଶାସନ ନିକଟରେ ନଥିବାରୁ କମିଶନ ଦୀର୍ଘ ସମୟ ଧରି ଦୁଇଟି ସ୍ଥାନରେ ଆଲୋଚନା କରିଥିଲେ । ଡାକ୍ତରଖାନାରେ ସ୍ବଚ୍ଛତା ନେଇ କମିଶନ ଖୁସି ପ୍ରକାଶ କରିଥିବାବେଳେ ଖୁସି ସେଣ୍ଟରର ଆନୁଷଙ୍ଗିକ ବ୍ୟବସ୍ଥା କିପରି ଆହୁରି ବୃଦ୍ଧି ପାଇବ ସେନେଇ କମିଶନ ଚେଷ୍ଟା କରିବେ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଅଚାନକ ଡାକ୍ତରଖାନା ଓ ଓ୍ବାନ ଷ୍ଟପ ସେଣ୍ଟର ପରିଦର୍ଶନ ।
ବୌଦ୍ଧ ଜିଲ୍ଲା କୁ ଅଚାନକ ଗସ୍ତକରି ମୁଖ୍ୟ ଡାକ୍ତରଖାନା ଓ ଓ୍ବାନ ଷ୍ଟପ ସେଣ୍ଟର ପରିଦର୍ଶନ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।ଶନିବାର କମିଶନ ଅଧ୍ୟକ୍ଷା ଡ଼ ମିନତୀ ବେହେରା ପହଞ୍ଚି ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ଓ ରୋଗୀ ଙ୍କ ସମ୍ପର୍କିୟ ଙ୍କ ସହିତ ଆଲୋଚନା କରିଥିଲେ ।ଏଥି ସହିତ ଓ୍ବାନ ଷ୍ଟପ ସେଣ୍ଟରରେ ପହଞ୍ଚି ସେଠାକାର ସୁବିଧା ଅସୁବିଧା ପଚାରି ବୁଝିଥିଲେ ।କମିଶନଙ୍କ ଗସ୍ତର ସୁରାକ ପ୍ରଶାସନ ନିକଟରେ ନଥିବାରୁ କମିଶନ ଦୀର୍ଘ ସମୟ ଧରି ଏହି ଦୁଇଟି ସ୍ଥାନରେ ଆଲୋଚନା କରିଥିଲେ ।ଡାକ୍ତରଖାନାରେ ସ୍ବଛତା ନେଇ କମିଶନ ଖୁସି ପ୍ରକାଶ କରିଥିବା ବେଳେ ଖୁସି ସେଣ୍ଟରର ଆନୁଷଙ୍ଗିକ ବ୍ୟବସ୍ଥା କିପରି ଆହୁରି ବୃଦ୍ଧି ପାଇବ ସେନେଇ କମିଶନ ଚେଷ୍ଟା କରିବେ ବୋଲି କହିଛନ୍ତି ।

Body:ଅଚାନକ ଡାକ୍ତରଖାନା ଓ ସଖି ସେଣ୍ଟର ପରିଦର୍ଶନ କଲେ ରାଜ୍ୟ ମହିଳା କମିଶନ ।

Conclusion:ବାଇଟ-୧-ଡ଼ ମିନତୀ ବେହେରା, ଅଧ୍ୟକ୍ଷା,ରାଜ୍ୟ ମହିଳା କମିଶନ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.