ETV Bharat / state

ସଡକ ସୁରକ୍ଷାର ନିଆରା ବାର୍ତ୍ତା ଦେଲେ ଆରଟିଓ ଓ ଦିବ୍ୟାଙ୍ଗ - ଆରଟିଓ ଓ ଦିବ୍ୟାଙ୍ଗ

ସଡକ ସୁରକ୍ଷାର ନିଆରା ବାର୍ତ୍ତା ପ୍ରଚାର କଲେ ଆରଟିଓ ଓ ଦିବ୍ୟାଙ୍ଗ । ଆରଟିଓ ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ବୁଝାଇବା ସହ ରାସ୍ତାରେ ଯାତାୟତ କରୁଥିବା ଗାଡି ଚାଳକଙ୍କୁ ଗୋଲାପ ଫୁଲ ଦେଇ ସଚେତନ କରିଥିଲେ । ଅଧିକ ଖବର ପଢନ୍ତୁ...

ସଡକ ସୁରକ୍ଷାର ନିଆରା ବାର୍ତ୍ତା ଦେଲେ ଆରଟିଓ ଓ ଦିବ୍ୟାଙ୍ଗ
ସଡକ ସୁରକ୍ଷାର ନିଆରା ବାର୍ତ୍ତା ଦେଲେ ଆରଟିଓ ଓ ଦିବ୍ୟାଙ୍ଗ
author img

By

Published : Jan 11, 2020, 6:34 PM IST

ବୌଦ୍ଧ: ସଡକ ସୁରକ୍ଷାର ନିଆରା ବାର୍ତ୍ତା ପ୍ରଚାର କଲେ ଆରଟିଓ ଓ ଦିବ୍ୟାଙ୍ଗ । ଆରଟିଓ ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ବୁଝାଇବା ସହ ରାସ୍ତାରେ ଯାତାୟତ କରୁଥିବା ଗାଡି ଚାଳକଙ୍କୁ ଗୋଲାପ ଫୁଲ ଦେଇ ବୁଝାଇଥିବା ସମୟରେ ଦିବ୍ୟାଙ୍ଗ ଯୁବକ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ ।

ସଡକ ସୁରକ୍ଷାର ନିଆରା ବାର୍ତ୍ତା ଦେଲେ ଆରଟିଓ ଓ ଦିବ୍ୟାଙ୍ଗ

ଜିଲ୍ଲାରେ ସଡକ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଥିବା ବେଳେ ଆରଟିଓ ଅଫିସ କର୍ମଚାରୀ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରିଥିଲେ । ବୌଦ୍ଧର ସମସ୍ତ କଲେଜର ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ସଚେତନତାର ପାଠ ପଢାଇଥିଲେ । ବ୍ରିଜ ଛକ ଠାରେ ବିଭାଗ ପକ୍ଷରୁ ଗାଡି ଚାଳକଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ହେଲମେଟ ପିନ୍ଧିବା ନିମନ୍ତେ ଅନୁରୋଧ କରିଥିଲେ ।

ଏହି ଅବସରରେ ଜଣେ ଦିବ୍ୟାଙ୍ଗ ଯୁବକ ବିଭିନ୍ନ ଛକରେ ବୁଲି ଲୋକଙ୍କୁ ରାସ୍ତା ଦୁର୍ଘଟଣା ସମ୍ପର୍କରେ ଲିଫଲେଟ ମାଧ୍ୟମରେ ସଚେତନ କରୁଥିବା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା ।ଏଠାରେ ସୂଚନା ଥାଉକି ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ କେବଳ ରାସ୍ତା ଦୁର୍ଘଟଣାରେ ସରକାରୀ ଭାବେ 60 ରୁ ଊର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ପ୍ରତ୍ୟେକ ଦିନ ଧନଜୀବନ କ୍ଷୟକ୍ଷତି ଘଟୁଛି ।

ମାତ୍ର ଏଠାରେ ଟ୍ରମାକେୟାର ସେଣ୍ଟର ନଥିବାରୁ ବହୁ ଅସୁବିଧା ମଧ୍ୟ ସୃଷ୍ଟି ହେଉଛି । ଏହାକୁ ଆରଟିଓ ନିଜେ ସ୍ବୀକାର କରିବା ସହ ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସଡକ ସୁରକ୍ଷା ର ନିଆରା ବାର୍ତ୍ତା ପ୍ରଚାର କଲେ ଆରଟିଓ ଓ ଦିବ୍ୟାଙ୍ଗ ।ଆରଟିଓ ଛାତ୍ରଛାତ୍ରୀ ଙ୍କୁ ସଡକ ସୁରକ୍ଷା ସମ୍ପର୍କରେ ବୁଝାଇବା ସହ ରାସ୍ତାରେ ଯାତାୟତ କରୁଥିବା ଗାଡି ଚାଳକଙ୍କୁ ଗୋଲାପ ଫୁଲ ଦେଇ ବୁଝାଇଥିବା ସମୟରେ ଦିବ୍ୟାଙ୍ଗ ଯୁବକ ସଚେତନତା ର ବାର୍ତ୍ତା ପ୍ରଚାର କରିଥିଲେ ।
ବୌଦ୍ଧ ଜିଲ୍ଲାରେ ସଡକ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଥିବା ବେଳେ ଆରଟିଓ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରିଥିଲେ । ବୌଦ୍ଧ ର ସମସ୍ତ କଲେଜର ଛାତ୍ରଛାତ୍ରୀ ଙ୍କୁ ସେ ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ର ପାଠ ପଢାଇଥିଲେ ।ବୌଦ୍ଧ ବ୍ରିଜ ଛକ ଠାରେ ବିଭାଗ ପକ୍ଷରୁ ଗାଡି ଚାଳକଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ଦେଇ ହେଲମେଟ ପିନ୍ଧିବା ନିମନ୍ତେ ଅନୁରୋଧ କରିଥିଲେ ।ଏହି ଅବସରରେ ଜଣେ ଦିବ୍ୟାଙ୍ଗ ଯୁବକ ବିଭିନ୍ନ ଛକରେ ବୁଲି ଲୋକଙ୍କୁ ରାସ୍ତା ଦୁର୍ଘଟଣା ସମ୍ପର୍କରେ ଲିଫଲେଟ ମାଧ୍ୟମରେ ସଚେତନ କରୁଥିବା ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିବା ।ଏଠାରେ ସୂଚନା ଥାଉକି ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ କେବଳ ରାସ୍ତା ଦୁର୍ଘଟଣା ରେ ସରକାରୀ ଭାବେ ଷାଠିଏ ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ପ୍ରତ୍ୟେକ ଦିନ ଧନଜୀବନ କ୍ଷୟ କ୍ଷତି ଘଟୁଛି ।କିନ୍ତୁ ବୌଦ୍ଧ ରେ ଟ୍ରୋମାକେୟାର ସେଣ୍ଟର ନଥିବାରୁ ବହୁ ଅସୁବିଧା ସୃଷ୍ଟି ହେଉଛି ।ଏହାକୁ ଆରଟିଓ ନିଜେ ସ୍ବୀକାର କରିବା ସହ ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ।

Body:ନିଆରା ଢଙ୍ଗରେ ଆରମ୍ଭ ହେଲା ସଡକ ସୁରକ୍ଷା ସପ୍ତାହ ।

Conclusion:ବାଇଟ-୧-ମୌସମ ଜାଲ,ବାଇକ ଚାଳକ
ବାଇଟ-୨-ରବୀତା ମହାକୁଳ, ଛାତ୍ରୀ
ବାଇଟ-୩-ଭାଗୀରଥି ନାଏକ,ଆରଟିଓ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.