ETV Bharat / state

ପୁରୀ ରଥଯାତ୍ରା ନିମନ୍ତେ ବୌଦ୍ଧରେ ରଥ କାଠ ଚିହ୍ନଟ

ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ବୌଦ୍ଧ ଜିଲ୍ଲାରୁ ରଥ କାଠ ସଂଗ୍ରହ ହୋଇ ପଠାଯାଇଛି । ଶ୍ରୀ ଜଗନ୍ନାଥଙ୍କ ଉପାସନାରେ ବୌଦ୍ଧ ଅଞ୍ଚଳର ଏକ ସ୍ବତନ୍ତ୍ର ସ୍ଥାନ ରହିଥିବାବେଳେ ଠାକୁରଙ୍କ ରଥ ନିର୍ମାଣ ନିମନ୍ତେ ବନଖଣ୍ଡ ବିଭାଗ ପକ୍ଷରୁ କାଠ ଯୋଗାଣକୁ ଆନନ୍ଦ ଓ ଶ୍ରଦ୍ଧାର ସହ ଜିଲ୍ଲାବାସୀ ଅପେକ୍ଷା କରିଥାନ୍ତି ।

author img

By

Published : Mar 8, 2019, 6:28 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ବୌଦ୍ଧ ଜିଲ୍ଲାରୁ ରଥ କାଠ ସଂଗ୍ରହ ହୋଇ ପଠାଯାଇଛି । ଶ୍ରୀ ଜଗନ୍ନାଥଙ୍କ ଉପାସନାରେ ବୌଦ୍ଧ ଅଞ୍ଚଳର ଏକ ସ୍ବତନ୍ତ୍ର ସ୍ଥାନ ରହିଥିବାବେଳେ ଠାକୁରଙ୍କ ରଥ ନିର୍ମାଣ ନିମନ୍ତେ ବନଖଣ୍ଡ ବିଭାଗ ପକ୍ଷରୁ କାଠ ଯୋଗାଣକୁ ଆନନ୍ଦ ଓ ଶ୍ରଦ୍ଧାର ସହ ଜିଲ୍ଲାବାସୀ ଅପେକ୍ଷା କରିଥାନ୍ତି ।

ଗୁରୁବାର ପୁରୀ ଶ୍ରୀମନ୍ଦିର ପ୍ରଶାସନର ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀକୁ ବୌଦ୍ଧ ବନଖଣ୍ଡ ପକ୍ଷରୁ ସ୍ବାଗତ କରାଯିବା ସହ ରଥ କାଠ ସଂଗ୍ରହରେ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା ।

ପୁରୀରୁ ଆସିଥିବା ଏହି ମଣ୍ଡଳୀରେ ମୁଖ୍ୟ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ସହିତ ଲକ୍ଷ୍ମଣ ମହାପାତ୍ର, କୃଷ୍ଣ ଭୋଇ, ରବି ଭୋଇ, କାର୍ତ୍ତିକ ଭୋଇ ପ୍ରମୁଖ ରଥ କାଠ ଚିହ୍ନଟ କରିଥିଲେ । ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ବନପାଳ ଭରତ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଅଞ୍ଚଳର ଅନେକ ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତ ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.