ETV Bharat / state

ବୌଦ୍ଧ ଧାନମଣ୍ଡିରେ ଲାଗି ରହିଛି ସମସ୍ୟା, 10 ଦିନ ହେବ ଅଚଳାବସ୍ଥା ଜାରି - ଧାନମଣ୍ଡିରେ ଅଚଳାବସ୍ଥା ଜାରି

ଧାନ ମଣ୍ଡି ଖୋଲିବା ଦିନ ଠାରୁ ଲାଗି ରହିଛି ଅଚଳାବସ୍ଥା। ମଣ୍ଡି ବନ୍ଦ ଥିବାରୁ ଧାନ ବିକ୍ରି ସହିତ ବର୍ଷାର ଭୟ ଚାଷୀଙ୍କୁ ଆତଙ୍କିତ କରିଛି। ଅଧିକ ଖବର ପଢନ୍ତୁ...

_paddy  procurement
ବୌଦ୍ଧ ଧାନମଣ୍ଡିରେ ଲାଗି ରହିଛି ସମସ୍ୟା ,10 ଦିନ ହେବ ଅଚଳାବସ୍ଥା ଜାରି
author img

By

Published : Dec 28, 2019, 3:17 PM IST

ବୌଦ୍ଧ: ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ଦିନ ଠାରୁ ଲାଗି ରହିଛି ଅଚଳାବସ୍ଥା। ମଣ୍ଡି ବନ୍ଦ ଥିବାରୁ ଧାନ ବିକ୍ରି ସହିତ ବର୍ଷାର ଭୟ ଚାଷୀଙ୍କୁ ଆତଙ୍କିତ କରିଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନକ୍ରୟ ଆରମ୍ଭ ହୋଇସାରିଛି। ଏହି କ୍ରମରେ ଗତ 16 ତାରିଖରେ ସରସରା ସମବାୟ ସମିତି ଠାରେ ଧାନକ୍ରୟର ଶୁଭାରମ୍ଭ ହୋଇଥିଲା।

ହେଲେ ସେଠାରେ କିଛି ଲୋକ ମିଲର୍ସ ଓ ଆର ଏମସିର କର୍ମଚାରୀଙ୍କୁ ତାଲା ପକାଇ ରଖିବା ଯୋଗୁଁ ସେଦିନ ଠାରୁ ଆଉ ଧାନକ୍ରୟ ହୋଇପାରୁନାହିଁ । ଫଳରେ ଆଶା ଓ ଆଶଙ୍କା ଭିତରେ ରହିଛନ୍ତି ଚାଷୀ। ୨୧ ତାରିଖ ଠାରୁ ଟୋକେନ ପାଇଥିବା ଚାଷୀ ମାନେ ଆଜି ପର୍ଯ୍ୟନ୍ତ ଧାନକ୍ରୟ କରିପାରୁ ନାହାଁନ୍ତି।

ବୌଦ୍ଧ ଧାନମଣ୍ଡିରେ ଲାଗି ରହିଛି ସମସ୍ୟା ,10 ଦିନ ହେବ ଅଚଳାବସ୍ଥା ଜାରି

ଏପଟେ ଅଦିନିଆ ବର୍ଷା ଚାଷୀର ଆଶଙ୍କାକୁ ଦ୍ବିଗୁଣିତ କରିଛି। ସରସରା ଭଳି ଗୁନ୍ଦୁଳିଆ ସମବାୟ ସମିତିରେ ଧାନକ୍ରୟକୁ ନେଇ ମାଡପିଟ ହୋଇ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଧାନ ମଣ୍ଡି ଖୋଲିବା ଦିନ ଠାରୁ ଲାଗି ରହିଛି ଅଚଳାବସ୍ଥା ।ମଣ୍ଡି ବନ୍ଦ ଥିବାରୁ ଧାନ ବିକ୍ରି ସହିତ ବର୍ଷା ର ଭୟ ଚାଷୀ ଙ୍କୁ ଆତଙ୍କିତ କରିଛି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡି ରେ ଧାନକ୍ରୟ ଆରମ୍ଭ ହୋଇସାରିଛି ।ଏହି କ୍ରମରେ ଗତ ଷୋହଳ ତାରିଖରେ ସରସରା ସମବାୟ ସମିତି ଠାରେ ଧାନକ୍ରୟ ର ଶୁଭାରମ୍ଭ ହୋଇଥିଲା ।କିନ୍ତୁ ସେଠାରେ କିଛି ଲୋକ ମିଲର୍ସ ଓ ଆର ଏମସି ର କର୍ମଚାରୀ ଙ୍କୁ ତାଲା ପକାଇ ରଖିବା ଯୋଗୁଁ ସେଦିନ ଠାରୁ ଆଉ ଧାନକ୍ରୟ ହୋଇପାରୁନାହିଁ ।ଫଳରେ ଆଶା ଆଶଙ୍କାରେ ଚାଷୀ ରହିଛନ୍ତି ।୨୧ ତାରିଖ ଠାରୁ ଟୋକନ ପାଇଥିବା ଚାଷୀ ମାନେ ଆଜି ପର୍ଯ୍ୟନ୍ତ ଧାନକ୍ରୟ କରିପାରୁ ନାହାନ୍ତି ।ଏପଟେ ଅଦିନିଆ ବର୍ଷା ଚାଷୀ ର ଆଶଙ୍କା କୁ ଦ୍ବୀଗୁଣିତ କରିଛି ।ସରସରା ଭଳି ଗୁନ୍ଦୁଳିଆ ସମବାୟ ସମିତିରେ ଧାନକ୍ରୟ କୁ ନେଇ ମାଡପିଟ ହୋଇ ମଣ୍ଡି ରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଆଲୋଚନା ମାଧ୍ୟମରେ ସମସ୍ୟା ର ସମାଧାନ ହୋଇଯିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି ।

Body:ଧାନ ମଣ୍ଡି ରେ ଦୀର୍ଘ ଦଶ ଦିନ ହେଲାଣି ବିଭିନ୍ନ ସମସ୍ୟା ଯୋଗୁଁ ସୃଷ୍ଟି ଅଚଳାବସ୍ଥା ।

Conclusion:ବାଇଟ-୧-ମୋହନ ନାଏକ,ଚାଷୀ
ବାଇଟ-୨-ମନୁଚରଣ ପ୍ରଧାନ, ଚାଷୀ
ବାଇଟ-୩-ବିଷ୍ଣୁ ପ୍ରସାଦ ପ୍ରଧାନ, ଯୋଗାଣ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.