ETV Bharat / state

ମା'ର ମମତା, ପୁଅକୁ ସୁସ୍ଥ କରିବାକୁ ଆପଣେଇଲେ ଭିକ୍ଷାବୃତ୍ତି

ଅସୁସ୍ଥ ପୁଅ ପାଇଁ ଭିକ୍ଷା ମାଗୁଛି ଅସହାୟ ମା ଅମୂଲ୍ୟ ବେହେରା । ସରକାରୀ ଯୋଜନା ଠାରୁ ଢେର ଦୂରରେ ଆକୁଳ ମା ର ମମତା । ଏହି ଘଟଣା ହେଉଛି ବୌଦ୍ଧ ସହରର 1 ୱାର୍ଡ ଅନ୍ତର୍ଗତ ଗାଇଗୋଠ ପଡିଆ ନିକଟରେ ।

author img

By

Published : Jun 23, 2019, 7:53 PM IST

ଡିଜାଇନ ଫଟୋ

ବୌଦ୍ଧ: ପୁଅ ମୋର ଠିଆ ହେବ । ଅନ୍ୟମାନଙ୍କ ପରି ନିଜ ଗୋଡରେ ଚାଲିବ । ଏହିପରି କହି ଅସୁସ୍ଥ ପୁଅ ପାଇଁ ଭିକ୍ଷା ମାଗୁଛି ଅସହାୟ ମା ଅମୂଲ୍ୟ ବେହେରା । ସରକାରୀ ଯୋଜନା ଠାରୁ ଢେର ଦୂରରେ ଆକୁଳ ମା'ର ମମତା । ତେବେ ମୃତ୍ୟୁକୁ ସତ୍ୟ ଜାଣି ସୁଦ୍ଧା ପରିଣତ ବୟସରେ ମା ନିଜ ଅସୁସ୍ଥ ପୁଅ ପାଇଁ ମନ୍ଦିର ଦ୍ବାର ଠାରୁ ଆରମ୍ଭ କରି ଘର ଘର ବୁଲି ଭିକ୍ଷା କରୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହି ଘଟଣା ହେଉଛି ବୌଦ୍ଧ ସହରର 1 ୱାର୍ଡ ଅନ୍ତର୍ଗତ ଗାଇଗୋଠ ପଡିଆ ନିକଟରେ । ପୁଅ ଚିତ୍ରସେନକୁ ୪୦ ବର୍ଷରୁ ଅଧିକ ହେଲାଣି । ଦୂରାରୋଗ୍ୟରେ ପୀଡିତ ଚିତ୍ରସେନ ଦୀର୍ଘଦିନ ହେଲା ଅସୁସ୍ଥ । ଜମିବାଡି କିମ୍ବା ଘରଦ୍ୱାର କଥା ଏମାନଙ୍କ ପାଇଁ ସ୍ବପ୍ନ । ପର ପିଣ୍ଡାରେ ଆଶ୍ରା ନେଇଛନ୍ତି ଏହି ମା- ପୁଅ ।

ଭିକ୍ଷା ବୃତ୍ତି ଭାରତ ବର୍ଷରେ କୌଣସି ନୂଆ କଥା ନୁହେଁ । କିନ୍ତୁ ନିଜ ଅସୁସ୍ଥ ପୂଅର ଜୀବନ ବଞ୍ଚାଇବାକୁ ଭିକ୍ଷା କରି ସଂଘର୍ଷ ଚଳାଇଛନ୍ତି ଜଣେ ବୃଦ୍ଧା ମା । ସରକାରଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ଏମାନଙ୍କ ପାଇଁ ଉପହାସ ସଦୃଶ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଅସୁସ୍ଥ ପୁଅ, ଅସହାୟ ମା । ପୁଅର ଜୀବନ ବଞ୍ଚାଇବାକୁ ମା ର ଭିକ୍ଷା ବୃତ୍ତି । ସରକାରୀ ଯୋଜନା ଠାରୁ ଢେର ଦୂରରେ ଆକୁଳ ମା ର ମମତା ।ତେବେ ମୃତ୍ୟୁ କୁ ସତ୍ୟ ଜାଣି ସୁଦ୍ଧା ପରିଣତ ବୟସରେ ମା ନିଜ ଅସୁସ୍ଥ ପୁଅ ପାଇଁ ମନ୍ଦିର ଦ୍ବାର ଠାରୁ ଆରମ୍ଭ କରି ଘର ଘର ବୁଲି ଭିକ୍ଷା କରୁଛି ।

Body:ପୁଅ ଚିତ୍ରସେନ କୁ ୪୦ ବର୍ଷ ରୁ ଅଧିକ ହେଲାଣି ।ଦୁରାରୋଗ୍ୟ ରୋଗରେ ପୀଡିତ ଚିତ୍ରସେନ ଦୀର୍ଘଦିନ ହେଲା ଅସୁସ୍ଥ । ଜମି ବାଡି କିମ୍ବା ଘରଦ୍ୱାର କଥା ଏମାନଙ୍କ ପାଇଁ ସ୍ବପ୍ନ ।ପର ପିଣ୍ଡାରେ ଆଶ୍ରିତ ଏହି ମା ଓ ପୁଅର କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ।କାରଣ ଭିକ୍ଷା ବୃତ୍ତି ଭାରତ ବର୍ଷରେ କୌଣସି ନୂଆ କଥା ନୁହେଁ ।କିନ୍ତୁ ନିଜ ଅସୁସ୍ଥ ପୂଅର ଜୀବନ ବଞ୍ଚାଇବାକୁ ଭିକ୍ଷା କରି ସଂଘର୍ଷ ଚଳାଇଛନ୍ତି ଜଣେ ଭିନ୍ନକ୍ଷମ ବୃଦ୍ଧା ମା ।ସରକାରଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ଏମାନଙ୍କ ପାଇଁ ଉପହାସ ସଦୃଶ ।

Conclusion:ବାଇଟ-୧-ଅମୂଲ୍ୟ ବେହେରା, ଚିତ୍ରସେନ ଙ୍କ ମା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.