ETV Bharat / state

ମୋ ସ୍କୁଲ ଅଭିଯାନରେ ସାମିଲ ହେଲା 110ବର୍ଷର ସର୍ବପୁରାତନ ସ୍କୁଲ - 110-year-oldest school in boudh

ପଶ୍ଚିମ ଓଡ଼ିଶାର 110 ବର୍ଷ ପୁରୁଣା ଶିକ୍ଷାନୁଷ୍ଠାନ ତଥା ଜିଲ୍ଲାର ସର୍ବ ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ 5t ରେ ସାମିଲ ହୋଇଛି । ଏନେଇ ଗତ ଶତ ବାର୍ଷିକ ଉତ୍ସବର ବଳକା ଦୁଇ ଲକ୍ଷ 74 ହଜାର ଟଙ୍କା ମ୍ୟାଚିଙ୍ଗ ଗ୍ରାଣ୍ଟରେ ଡିପୋଜିଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ମୋ ସ୍କୁଲ ଅଭିଯାନରେ ସାମିଲ ହେଲା 110ବର୍ଷର ସର୍ବପୁରାତନ ସ୍କୁଲ

author img

By

Published : Apr 6, 2021, 1:51 PM IST

ବୌଦ୍ଧ: ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ତଥା ଜିଲ୍ଲାର ସର୍ବ ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ5t ରେ ସାମିଲ ହୋଇଛି । 110 ବର୍ଷ ପୁରୁଣା ଏହି ଶିକ୍ଷାନୁଷ୍ଠାନ ରାଜତନ୍ତ୍ର ଶାସନ କାଳରେ କିଙ୍ଗ ଏଡ ଓ୍ବାର୍ଡ ସପ୍ତମ ନାମରେ ନାମିତ ଥିବା ବେଳେ ସ୍ବାଧୀନତା ପରେ ଏହାର ନାମ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ନାମରେ ନାମିତ ହୋଇଥିଲା । ଗତ ଦଶ ବର୍ଷ ତଳେ ଏହି ବିଦ୍ୟାଳୟର ଶହେ ବର୍ଷ ପୂର୍ତ୍ତି ହୋଇଥିଲା ।

ମୋ ସ୍କୁଲ ଅଭିଯାନରେ ସାମିଲ ହେଲା 110ବର୍ଷର ସର୍ବପୁରାତନ ସ୍କୁଲ

ତେବେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ଦଶଗୋଟି ବିଦ୍ୟାଳୟ ମଧ୍ୟରୁ ଏହି ବିଦ୍ୟାଳୟ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିବାରୁ ପୁରାତନ ଛାତ୍ରମାନେ ବେଶ ଉତ୍ସାହିତ ତଥା ଆନନ୍ଦିତ ହୋଇଛନ୍ତି । ଗତ ଶତ ବାର୍ଷିକ ଉତ୍ସବର ବଳକା ଦୁଇ ଲକ୍ଷ 74 ହଜାର ଟଙ୍କା ମ୍ୟାଚିଙ୍ଗ ଗ୍ରାଣ୍ଟରେ ଡିପୋଜିଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସୋମବାର ଏନେଇ ଏକ ବୈଠକରେ ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ଶିକ୍ଷା ଅଧିକାରୀ, ପୂର୍ବତନ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇ ବିସ୍ତୃତ ଆଲୋଚନା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.