ETV Bharat / state

ମକରରେ ଶୁଭିଲା ରାବଣ ବଧର ବିଗୁଲ

ମକର ସଂକ୍ରାନ୍ତିରେ ଶୁଭିଲା ରାବଣ ବଧର ବିଗୁଲ୍ । ଏହି ଦିବସରୁ ହିଁ ବୌଦ୍ଧ ଗଡଜାତର ପ୍ରସିଦ୍ଧ ଗଣପର୍ବ ଶ୍ରୀରାମଲୀଳା ଓ ରାବଣ ବଧର ଆରମ୍ଭ ହୋଇଥାଏ । ଅଧିକ ପଢନ୍ତୁ...

makara sankranti in boudh district
ମକରରେ ରାବଣବଧର ଶୁଭାରମ୍ଭ
author img

By

Published : Jan 15, 2020, 8:40 PM IST

ବୌଦ୍ଧ: ମକର ସଂକ୍ରାନ୍ତିରେ ଶୁଭିଲା ରାବଣ ବଧର ବିଗୁଲ୍। ଆଜି (ବୁଧବାର) ମକର ଉପଲକ୍ଷେ ସାରା ଜିଲ୍ଲା ଉତ୍ସବ ମୁଖର ହୋଇଥିଲା ।

ମକରରେ ରାବଣବଧର ଶୁଭାରମ୍ଭ

ଏହି ଦିବସରୁ ହିଁ ବୌଦ୍ଧ ଗଡଜାତର ପ୍ରସିଦ୍ଧ ଗଣପର୍ବ ଶ୍ରୀରାମଲୀଳା ଓ ରାବଣ ବଧର ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଏହାର ପ୍ରସିଦ୍ଧିକୁ ସାରାଦେଶରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ତଥା ବୟୋଜ୍ୟେଷ୍ଠ ମଞ୍ଚ କଳାକାର ଗୌରମୋହନ ମିଶ୍ର ପ୍ରମୁଖ ଏନେଇ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷେ ମକର ସଂକ୍ରାନ୍ତି ଉପଲକ୍ଷେ ପଲସାଗୋରା ଓ ପାତାଳୀ ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫାର ପ୍ରସିଦ୍ଧ ମକରମେଳା ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ମକର ସଂକ୍ରାନ୍ତି ରେ ଶୁଭିଲା ରାବଣ ବଧର ବିଗୁଲ ।ଆଜି ମକର ଉପଲକ୍ଷେ ସାରା ଜିଲ୍ଲା ଉତ୍ସବ ମୁଖର ହୋଇଥିଲା ।
ମକର ସଂକ୍ରାନ୍ତି ରେ ଶୁଭିଲା ରାବଣ ବଧର ବିଗୁଲ ।ଏହି ଦିବସରୁ ହିଁ ବୌଦ୍ଧ ଗଡଜାତ ର ପ୍ରସିଦ୍ଧ ଗଣପର୍ବ ଶ୍ରୀରାମଲୀଳା ଓ ରାବଣ ବଧର ଅୟମାରମ୍ଭ ହୋଇଥାଏ ।ଚଳିତ ବର୍ଷ ଏହାର ପ୍ରସିଦ୍ଧି କୁ ସାରାଦେଶରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି ।ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ତଥା ବୟୋଜ୍ୟେଷ୍ଠ ମଞ୍ଚ କଳାକାର ଗୌରମୋହନ ମିଶ୍ର ପ୍ରମୁଖ ଏନେଇ ମାନସ ମନ୍ଥନ କରିଛନ୍ତି ।ମକର ସଂକ୍ରାନ୍ତି ଉପଲକ୍ଷେ ପଲସାଗୋରା ଓ ପାତାଳୀ ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫାର ପ୍ରସିଦ୍ଧ ମକରମେଳା ଯାତ୍ରା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।

Body:ମକର ସଂକ୍ରାନ୍ତି ରେ ଶୁଭିଲା ରାବଣ ବଧର ବିଗୁଲ ।

Conclusion:ବାଇଟ-୧-ମୃତୁଞ୍ଜୟ ମିଶ୍ର, ସଭାପତି, ନାଟ୍ୟସଂସଦ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.