ETV Bharat / state

'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତକୁ କୋଶଳ କ୍ରାନ୍ତି ଦଳର ତୀବ୍ର ବିରୋଧ - କ୍ରାନ୍ତି ଦଳ

'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ଭାବରେ ସରକାର ମାନ୍ୟତା ପ୍ରଦାନ ପରେ ଏହାକୁ ତୀବ୍ର ବିରୋଧ କରିଛି କୋଶଳ କ୍ରାନ୍ତି ଦଳ । ଅଧିକ ପଢନ୍ତୁ...

'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତକୁ କୋଶଳ କ୍ରାନ୍ତି ଦଳର ତୀବ୍ର ବିରୋଧ

author img

By

Published : Jun 14, 2020, 10:30 PM IST

ବୌଦ୍ଧ: 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ ବିରୋଧରେ ପ୍ରତିବାଦ କରିଛି କୋଶଳ କ୍ରାନ୍ତିଦଳ । ବୌଦ୍ଧ ଜିଲ୍ଲା କୋଶଳ କ୍ରାନ୍ତି ଦଳର ଆବାହକ ଲଳିତ ମୋହନ ସାହୁଙ୍କ ନେତୃତ୍ବରେ କର୍ମୀମାନେ ମନମୁଣ୍ଡା ଗାନ୍ଧୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ ସହିତ କୁଶ ପୁତ୍ତଳିକା ଦାହ କରିଥିଲେ ।

'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତକୁ କୋଶଳ କ୍ରାନ୍ତି ଦଳର ତୀବ୍ର ବିରୋଧ

ଦଳର ଅଭିଯୋଗ ଅନୁଯାୟୀ ଉତ୍କଳର ଅର୍ଥ ପୂର୍ବ ଉପକୂଳ ତଥା ଓଡିଶାକୁ ବୁଝାଉଛି । କେବଳ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବୁଝାଉଥିବା ସଙ୍ଗୀତକୁ ବିରୋଧ ସହିତ ପଶ୍ଚିମ ଓଡିଶାକୁ ସବୁ କ୍ଷେତ୍ରରେ ଅଣଦେଖା କରାଯାଉଥିବା ଦଳ ଅଭିଯୋଗ କରିଛି । ତେବେ ଏଭଳି ବିରୋଧ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଜିଲ୍ଲାର ଆବାହକ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.