ETV Bharat / state

କିଡନୀ ରୋଗକୁ ନେଇ ଉଦବେଗ, ସ୍ବଚ୍ଛ ଗ୍ରାମ-ପାନୀୟଜଳ ଆବଶ୍ୟକତାକୁ ନେଇ କର୍ମଶାଳା - କିଡନୀ ରୋଗ କୁନେଇ କର୍ମଶାଳା

ହରଭଙ୍ଗା ବ୍ଲକରେ ଉଦବେଗଜନକ ସ୍ଥିତିରେ କିଡନୀ ରୋଗ। ସଚେତନତା ପାଇଁ କର୍ମଶାଳା । ଅଧିକ ପଢନ୍ତୁ....

କିଡନୀ ରୋଗ କୁନେଇ ଉଦବେଗ, ସ୍ବଛ ଗ୍ରାମ, ସ୍ବଛ ପାନୀୟଜଳ ଆବଶ୍ୟକତାକୁନେଇ କର୍ମଶାଳା

author img

By

Published : Mar 7, 2021, 9:59 PM IST

ବୌଦ୍ଧ: ହରଭଙ୍ଗା ବ୍ଲକରେ ଉଦବେଗଜନକ ସ୍ଥିତିରେ କିଡନୀ ରୋଗ । ପାନୀୟଜଳର ସମସ୍ୟା ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆଜି ସ୍ବଚ୍ଛ ଗ୍ରାମ, ସବୁଜ ଗ୍ରାମ ସହିତ ସ୍ବଚ୍ଛ ପାନୀୟଜଳ ସମ୍ପର୍କିତ କର୍ମଶାଳାରେ ମଧ୍ୟ କିଡନୀ ରୋଗକୁ ନେଇ ଆଲୋଚନା ହୋଇଥିଲା ।

କିଡନୀ ରୋଗ କୁନେଇ ଉଦବେଗ, ସ୍ବଛ ଗ୍ରାମ, ସ୍ବଛ ପାନୀୟଜଳ ଆବଶ୍ୟକତାକୁନେଇ କର୍ମଶାଳା

ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲାର ହରଭଙ୍ଗା ବ୍ଲକରେ ବ୍ୟାପୁଥିବା କିଡନୀ ରୋଗକୁନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ହରଭଙ୍ଗା ବ୍ଲକର ଦଶରୁ ଉର୍ଦ୍ଧ୍ବ ଗ୍ରାମ ବର୍ତ୍ତମାନ କିଡନୀ ଜନିତ ରୋଗ ଯୋଗୁଁ ପୁରୁଷ ଶୂନ୍ୟ ହେବା ଭଳି ଆଶଙ୍କା ମଧ୍ୟରେ ଗତି କରୁଛନ୍ତି। ଏହି ମହାମାରୀର ପ୍ରମୁଖ କାରଣ ପାନୀୟଜଳର ସମସ୍ୟା ବୋଲି ସୂଚନା ମିଳିଥିବାବେଳେ ସମସ୍ତେ ସଚେତନ ରହିବାକୁ କର୍ମଶାଳାରେ ଆହ୍ବାନ ଦିଆଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.