ETV Bharat / state

ତାଇକୋଣ୍ଡୋ ବେଲ୍ଟ ଟେଷ୍ଟ ଉଦଯାପିତ

ବୌଦ୍ଧରେ ଜାତୀୟ କ୍ରୀଡା ଦିବସରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ତାଇକୋଣ୍ଡୋ ବେଲ୍ଟ ପରୀକ୍ଷା ଉଦଯାପିତ । ଅଧିକ ପଢନ୍ତୁ...

boudh
ଟାଇକୋଣ୍ଡ ବେଲ୍ଟ ଟେଷ୍ଟ ଉଦଯାପନୀରେ ଭାଗନେଲେ ଆନ୍ତର୍ଜାତିକ ଖେଳାଳୀ
author img

By

Published : Aug 30, 2021, 10:24 PM IST

ବୌଦ୍ଧ: ଜିଲ୍ଲାରେ ଜାତୀୟ କ୍ରୀଡା ଦିବସରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ତାଇକୋଣ୍ଡୋ ବେଲ୍ଟ ପରୀକ୍ଷା ଉଦଯାପିତ ହୋଇଛି । ଏଥିରେ ଜାତୀୟ ସମେତ ପାଞ୍ଚ ଜଣ ଅନ୍ତର୍ଜାତୀୟ ଖେଳାଳି ଭାଗନେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

ଜିଲ୍ଲାରେ ଉଦଯାପିତ ହୋଇଯାଇଛି ଦୁଇ ଦିନିଆ ତାଇକୋଣ୍ଡୋ ବେଲ୍ଟ ପରୀକ୍ଷା । ବୌଦ୍ଧ ଜିଲ୍ଲା ଇନଡୋର ଷ୍ଟାଡିୟମରେ ଗତକାଲି (ରବିବାର) ଜାତୀୟ କ୍ରୀଡା ଦିବସ ଅବସରରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଷଷ୍ଠ ତମ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ କୋରୋନା ମହାମାରୀ ଯୋଗୁଁ ଗତବର୍ଷ ଏହା ପ୍ରଭାବିତ ହୋଇଥିଲା । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର 71 ଜଣ ଖେଳାଳି ଭାଗ ନେଇଥିବା ବେଳେ ଏଥିରେ ଅନେକ ଜାତୀୟ ଖେଳାଳି ଓ ପାଞ୍ଚ ଜଣ ଅନ୍ତର୍ଜାତୀୟ ଖେଳାଳି ଭାଗ ନେଇଥିଲେ ।

ତାଇକୋଣ୍ଡୋ ବେଲ୍ଟ ଟେଷ୍ଟ ଉଦଯାପିତ

ଓଡିଶା ତାଇକଣ୍ଡୋ ଆସୋସିଏସନ ତତ୍ତ୍ବାବଧାନରେ ପରିଚାଳିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ବିନୀ ମେହେର ଯୋଗଦେଇ କୃତି ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.