ETV Bharat / state

ବଡ ଠାକୁରଙ୍କ ବଡଯାତ୍ରା: ପ୍ରଥମ ପର୍ଯ୍ୟାୟରେ ବୌଦ୍ଧରୁ ହେବ ରଥକାଠ ଅନୁକୂଳ

author img

By

Published : Mar 2, 2021, 10:50 AM IST

ବଡ ଠାକୁରଙ୍କ ବଡ ଯାତ୍ରା ପାଇଁ ବୌଦ୍ଧ ଜିଲ୍ଲାର ମାଧପୁର ବନାଞ୍ଚଳରୁ ପ୍ରଥମ ପର୍ଯ୍ୟାୟର ରଥକାଠ ଅନୁକୂଳ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ପ୍ରଥମ ପର୍ଯ୍ୟାୟରେ ବୌଦ୍ଧରୁ ହେବ ରଥକାଠ ଅନୁକୂଳ

ବୌଦ୍ଧ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ବୌଦ୍ଧ ଜିଲ୍ଲାରୁ ହେବ ରଥକାଠ ଅନୁକୂଳ । ମାଧପୁର ବନାଞ୍ଚଳରୁ ପ୍ରଥମ ପର୍ଯ୍ୟାୟର ରଥକାଠ ଅନୁକୂଳ ହେବ ବୋଲି ସୂଚନା ମିଳିଛି । ଏହି ରଥକାଠ ଅନୁକୂଳ ପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାର ମାଧପୁର ବନାଞ୍ଚଳରେ ପହଞ୍ଚିଛନ୍ତି ।

ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ପୌରହିତ୍ୟରେ ପରମ୍ପରା ମୁତାବକ ପୂଜାର୍ଚ୍ଚନା ପରେ ଆବଶ୍ୟକ ମୁତାବକ ଧଉରା, ଅସନ,ଫାସୀ ଭଳି ବୃକ୍ଷ ଗୁଡିକ କଟାଯିବ ବୋଲି ଜଣାପଡିଛି । ସେପଟେ ଜିଲ୍ଲାବାସୀ ଓ ଶ୍ରଦ୍ଧାଳୁ ଏହାକୁ ନେଇ ଭାବବିହ୍ବଳ ହେବା ସହିତ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.