ETV Bharat / state

ଲକଡାଉନ ବେଳେ ଧରା ପଡିଲା ଗଞ୍ଜେଇ ବେପାରୀ - ganja seized

ଲକଡାଉନ ସମୟରେ ଲକ ଅପ ଭିତରକୁ ଗଲା ଚୋରା ଗଞ୍ଜେଇ ବେପାରୀ । ବୌଦ୍ଧରେ ଚଳିତ ବର୍ଷ ସର୍ବାଧିକ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବା ସୂଚନା ଦେଇଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ.....

ganja seized in boudh district
ଲକ ଡାଉନ ସମୟରେ ଧରା ପଡିଲା ଗଞ୍ଜେଇ ଚୋରା ଚାଲଣ
author img

By

Published : Apr 2, 2020, 10:15 AM IST

ବୌଦ୍ଧ: ଲକ ଡାଉନ ସମୟରେ ଧରା ପଡିଲା ଗଞ୍ଜେଇ ଚୋରା ଚାଲଣ । ବୌଦ୍ଧ ପୋଲିସ ସ୍ଥାନୀୟ ବ୍ରିଜଛକ ଠାରେ ଗାଡି ଚେକିଂ କରୁଥିବା ସମୟରେ ଜଣେ ଯୁବକଙ୍କୁ ଗଞ୍ଜେଇ ସହିତ କାବୁ କରିଥିଲା । ବୌଦ୍ଧରେ ଚଳିତ ବର୍ଷ ସର୍ବାଧିକ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି ।

ଲକ ଡାଉନ ସମୟରେ ଧରା ପଡିଲା ଗଞ୍ଜେଇ ଚୋରା ଚାଲଣ

ପର୍ଯ୍ୟାପ୍ତ ପରିମାଣର ଗଞ୍ଜେଇ ଚାଷ ଜିଲ୍ଲାରେ ହେଉଥିବା ଖୋଦ ଅବକାରୀ ଅଧିକାରୀ ସ୍ବୀକାର କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ବନ୍ଧାପଥର ପଞ୍ଚାୟତର ସୌମିତ୍ରୀ ମିଶ୍ର ବୋଲି ଜଣାପଡିଛି । ପୋଲିସ ଏନେଇ ଅଧିକ ଛାନଭିନ ଜାରି ରଖିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.