ETV Bharat / state

କୋରୋନା ସଂକ୍ରମଣ ଭୟ, ଆସନ୍ତା ଜୁନ୍‌ ପନ୍ଦର ପର୍ଯ୍ୟନ୍ତ ସେବାଶ୍ରମ ଛୁଟି

author img

By

Published : Mar 26, 2020, 11:17 PM IST

କୋରୋନା ସଂକ୍ରମଣ ଭୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ସମସ୍ତ ସେବାଶ୍ରମକୁ ଖାଲି କରିଦେଇଛନ୍ତି । ୨୫ ତାରିଖରୁ ଆସନ୍ତା ଜୁନ ୧୫ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକ ଛୁଟି କରିଦିଆଯାଇଛି । ଅଧିକ ପଢନ୍ତୁ....

କୋରୋନା ସଂକ୍ରମଣ ଭୟ, ଆସନ୍ତା ଜୁନ୍‌ ପନ୍ଦର ପର୍ଯ୍ୟନ୍ତ ସେବାଶ୍ରମ ଛୁଟି
କୋରୋନା ସଂକ୍ରମଣ ଭୟ, ଆସନ୍ତା ଜୁନ୍‌ ପନ୍ଦର ପର୍ଯ୍ୟନ୍ତ ସେବାଶ୍ରମ ଛୁଟି

ବୌଦ୍ଧ: କୋରୋନା ସଂକ୍ରମଣ ଭୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ସମସ୍ତ ସେବାଶ୍ରମକୁ ଖାଲି କରିଦେଇଛନ୍ତି । ୨୫ ତାରିଖରୁ ଆସନ୍ତା ଜୁନ ୧୫ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକ ଛୁଟି କରିଦିଆଯାଇଛି ।

କୋରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାର ସମସ୍ତ ସେବାଶ୍ରମ ବିଦ୍ୟାଳୟକୁ ଛୁଟି କରିଦିଆଯାଇଛି । ସେବାଶ୍ରମରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଗ୍ରୀମ ତିନି ମାସର ଷ୍ଟାଇପେଣ୍ଡ ଅର୍ଥ ସହିତ ସେମାନଙ୍କ ଅବିଭାବକଙ୍କ ଜିମାରେ ଘରକୁ ପଠାଇ ଦିଆଯାଇଛି ।

ତେବେ ସେବାଶ୍ରମରେ କୋରୋନା ସଂକ୍ରମଣର ଭୟ ରହୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.