ETV Bharat / state

ଚାଲିଛି ନାମାଙ୍କନ, ଲଢେଇ ହେବ ଜୋରଦାର - ଲଢେଇ

ସାଧାରଣ ନିର୍ବାଚନକୁ ନେଇ ଉଠୁଛି ପଡୁଛି ବୌଦ୍ଧ ଜିଲ୍ଲା । ଆଗକୁ ନିର୍ବାଚନ ଥିବା ବେଳେ ଏବେ ଠାରୁ ନେତା ମାନେ ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରି ଦେଲେଣି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Mar 23, 2019, 12:09 AM IST

ବୌଦ୍ଧ: ଆଗକୁ ସାଧାରଣ ନିର୍ବାଚନ । ନିର୍ବାଚନକୁ ନେଇ ଚାରିଆଡେ ତାତି ଦେଖିବାକୁ ମିଳିଛି । ସାଧାରଣ ନିର୍ବାଚନକୁ ନେଇ ରାଜଧାନୀ ଠାରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳ ଉଠୁଛି ପଡୁଛି । ଏଥର କିନ୍ତୁ ନିର୍ବାଚନରେ ଜିଲ୍ଲାରବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । କାରଣ ଏବେ ଠାରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ହାଇ ଭୋଲଟେଜ୍ ସୋ ଦେଖିବାକୁ ମିଳିଲାଣି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ନାମାଙ୍କନ ପତ୍ର ଦାଖଲ ଚାଲିଛି । ତୃତୀୟ ଦିନ ସୁଦ୍ଧା ସମୁଦାୟ ୨୭ ଗୋଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ତେବେ ନାମାଙ୍କନ ପତ୍ର ଦାଖଲ ବେଳେ ନେତାଙ୍କ ହେଭିୱେଟ୍ ରୋଡ୍ ସୋ ଦେଖିବାକୁ ମିଳିଛି । ବିଧାୟକ ପ୍ରାର୍ଥୀ ମହିଧର ରଣା ନିର୍ବାଚନ ମଣ୍ଡଳୀରେ ପହଞ୍ଚିବା ପରେ ଏହି ରୋଡ୍ ସୋ ହୋଇଥିଲା । ଯାହାକୁ ବିଜେଡିର ଏକ ଗୋଷ୍ଠି ପ୍ରବଳ ବିରୋଧ କରିଥିଲେ ।

ଆଗକୁ ନିର୍ବାଚନ ଥିବାରୁ ବର୍ତ୍ତମାନ ଠାରୁ ପ୍ରାର୍ଥୀ ମାନେ ନିଜ ଶକ୍ତି ପ୍ରଦର୍ଶନ ଆରମ୍ଭ କରି ଦେଲେଣି । ଏଥର ଜିଲ୍ଲାରେ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:Body:

ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁରୀ: ତପସ୍ବିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ।  ପୁରୀ ଷ୍ଟେସନରେ 4 ନମ୍ବର ପ୍ଲାଣ୍ଟଫର୍ମରେ ଥିବା ବେଳେ ହଠାତ ନିଆଁ ଲାଗିଥିବା ସୂଚନା । ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ପୁରୀରୁ ସମ୍ବଲପୁରକୁ ଯାଉଥିବା ଟ୍ରେନରେ ନିଆଁ ଲାଗିଥିବାର କାରଣ ଜଣାପଡିଛି । ତେବେ ପ୍ରବଳ ଗରମ ଯୋଗୁ ଟ୍ରେନରେ ନିଆଁ ଲାଗିଥିବାର ଜଣାପଡିଛି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.