ETV Bharat / state

ଡାକ୍ତରଙ୍କ ପ୍ରତି ଆକ୍ରମଣକୁ ନେଇ ବୌଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଶାନ୍ତିପୂର୍ଣ୍ଣ ଧାରଣା । କଳାବ୍ୟାଚ ପରିଧାନ କରି ଡାକ୍ତରମାନେ ଚିକିତ୍ସାଳୟର ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଡାକ୍ତରଙ୍କ ପ୍ରତି ଆକ୍ରମଣକୁ ନିନ୍ଦାକରି ଦେଶବ୍ୟାପୀ ଏହି ଅସନ୍ତୋଷ ଦେଖାଦେଇଛି।

author img

By

Published : Jun 17, 2019, 2:44 PM IST

Updated : Jun 17, 2019, 2:55 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସାରା ଦେଶରେ ଜଳୁଛି ନିଆଁ । ଏହି ଅସନ୍ତୋଷର ବହ୍ନି ଆଜିକୁ 5 ଦିନରେ ପହଞ୍ଚିଛି । ତେବେ ଡାକ୍ତରଙ୍କ ଆକ୍ରମଣକୁ ବିରୋଧ କରି ଆଜି ସର୍ବଭାରତୀୟ ସ୍ତରରେ ଡାକ୍ତର ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମାନେ ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଚ ପରିଧାନ କରି ଏହି ବିରୋଧ ପ୍ରଦର୍ଶନ କରିଛନ୍ତି । ତେବେ କଳାବ୍ୟାଚ ପରିଧାନ କରି ଡାକ୍ତରମାନେ ଶାନ୍ତିପୂର୍ଣ୍ଣ ଭାବେ ଚିକିତ୍ସାଳୟର ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ଆଉଟଡୋରରେ ରୋଗୀସେବା କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଡାକ୍ତର ଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରି ଆଜି ସର୍ବ ଭାରତୀୟ ସ୍ତରରେ ଡାକ୍ତର ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମାନେ ଶାନ୍ତି ପୂର୍ଣ୍ଣ ଭାବେ କଳାବ୍ୟାଚ ପରିଧାନ କରି ବିରୋଧ ପ୍ରଦର୍ଶନ କରିଥିଲେ ।

Body:ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଡାକ୍ତର ଙ୍କ ଉପରେ ହେଉଥିବା ଅଶୋଭନୀୟ ଆଚରଣ କୁ ବିରୋଧ କରି ଆଜି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଡାକ୍ତର ମାନେ କଳାବ୍ୟାଚ ପରିଧାନ ସହ ଶାନ୍ତି ପୂର୍ଣ୍ଣ ଭାବେ ଚିକିତ୍ସାଳୟର ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ଆଉଟଡୋର ରେ ରୋଗୀସେବା କରିଥିଲେ ।

Conclusion:ବାଇଟ-୧-ମଳୟ କୁମାର ସାହୁ, ଡାକ୍ତର
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Jun 17, 2019, 2:55 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.