ETV Bharat / state

ଆସୁଛି ଦୀପାବଳି, କାନ୍ଦୁଛି କୁମ୍ଭାର

author img

By

Published : Oct 31, 2021, 7:36 AM IST

ଆସୁଛି ଆଲୋକର ପର୍ବ ଦୀପାବଳି । ଏନେଇ ଚଳଚଞ୍ଚଳ ଗାଁ ଠୁ ସହର । ହେଲେ ଏହି ଦୀପାବଳିରେ ମାଟି ଦୀପ ପ୍ରସ୍ତୁତ କରୁଥିବା କୁମ୍ଭାର ସମ୍ପ୍ରଦାୟଙ୍କ ଜୀବିକା ଏବେ ଅନ୍ଧାକାରରେ । ଅଧିକ ପଢନ୍ତୁ...

ଆସୁଛି ଦୀପାବଳୀ, ହେଲେ ଅନ୍ଧକାରରେ କୁମ୍ଭାର ସମ୍ପ୍ରଦାୟ

ବୌଦ୍ଧ: ଆସୁଛି ଆଲୋକର ପର୍ବ ଦୀପାବଳି । ଏନେଇ ଚଳଚଞ୍ଚଳ ଗାଁ ଠୁ ସହର । ହେଲେ ଏହି ଦୀପାବଳିରେ ମାଟି ଦିପ ପ୍ରସ୍ତୁତ କରୁଥିବା କୁମ୍ଭାର ସମ୍ପ୍ରଦାୟଙ୍କ ଜୀବିକା ଏବେ ଅନ୍ଧାକାରରେ । ବୌଦ୍ଧ ଜିଲ୍ଲାର ଗଡଜାତ ଶାସନ କାଳରୁ ମାଟିଦୀପ ପାଇଁ ପ୍ରସିଦ୍ଧି ଲାଭ କରିଥିବା ମାଉଳିସିଙ୍ଗା ଗାଁରେ ରହିଛନ୍ତି କୁମ୍ଭାର ପରିବାର । ବର୍ତ୍ତମାନ ଏ କୁମ୍ଭାର ସମ୍ପ୍ରଦାୟ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ।

ନିଜ ପାରମ୍ପରିକ କୌଳିକ ବୃତ୍ତିକୁ ଆପଣେଇଥିବା କୁମ୍ଭାର ଗତ ଦୁଇ ବର୍ଷ ହେଲା କୋରୋନା ପାଇଁ ଛଟପଟ ହେଉଛନ୍ତି । କଟକଣା ଯୋଗୁଁ ବଜାର ଉପରେ ଗଭୀର ପ୍ରଭାବ ପଡିଥିବା ହେତୁ ଏମାନଙ୍କ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ଯାହାକୁ ନେଇ ସଙ୍କଟରେ ଏବେ କୁଳ ବେଉସା । କୁମ୍ଭାର ସମ୍ପ୍ରଦାୟକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.