ETV Bharat / state

ଉପଭୋକ୍ତାଙ୍କୁ ହଇରାଣ ଅଭିଯୋଗ, ବିଦ୍ୟୁତ୍‌ ଅଧିକାରୀଙ୍କ ନାମରେ ୱାରେଣ୍ଟ ଜାରି - ବିଦ୍ୟୁତ ଡିଭିଜନର ନିର୍ବାହୀ ଅଧିକାରୀ

ବିଦ୍ୟୁତ ଉପଭୋକ୍ତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ । ବିଦ୍ୟୁତ ଡିଭିଜନର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀଙ୍କ ନାମରେ ପରୱାନା ଜାରି ।

ଉପଭୋକ୍ତାଙ୍କୁ ହଇରାଣ ଅଭିଯୋଗ
ଉପଭୋକ୍ତାଙ୍କୁ ହଇରାଣ ଅଭିଯୋଗ
author img

By

Published : Sep 19, 2020, 9:11 AM IST

ବୌଦ୍ଧ: ବିଦ୍ୟୁତ ଉପଭୋକ୍ତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ । ବିଦ୍ୟୁତ ଡିଭିଜନର ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରୀଙ୍କ ନାମରେ ପରୱାନା(ୱାରେଣ୍ଟ) ଜାରି । ଜିଲ୍ଲା ଖାଉଟି ଅଦାଲତରେ ହୋଇଥିବା ମାମଲାରେ ୱାରେଣ୍ଟ ଜାରି କରାଯାଇଛି ।

ଉପଭୋକ୍ତାଙ୍କୁ ହଇରାଣ ଅଭିଯୋଗ

ଏକ ବିଦ୍ୟୁତ ସଂଯୋଗ ବିବାଦକୁ କେନ୍ଦ୍ର କରି ଗତ କିଛି ମାସ ହେବ ଉଭୟ ଉପଭୋକ୍ତା ଓ ବିଦ୍ୟୁତ ଅଧିକାରୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା । ଉପଭୋକ୍ତାଙ୍କୁ ଅଧିକାରୀ ଜାଣିଶୁଣି ହଇରାଣ ହରକତ କରିବା ସହ ଅଶୋଭନୀୟ ବ୍ୟବହାର କରୁଥିବାର ଅଭିଯୋଗ ହୋଇଥିଲା । ଯାହାକୁ ଭିତ୍ତି କରି ଜିଲ୍ଲା ଖାଉଟି ଅଦାଲତ ଦୁହିଁଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛି ।

ଉପଭୋକ୍ତାଙ୍କୁ ହଇରାଣ ଅଭିଯୋଗ
ଉପଭୋକ୍ତାଙ୍କୁ ହଇରାଣ ଅଭିଯୋଗ

ଏହି ୱାରେଣ୍ଟ ଆସିବା ପରେ ବିଦ୍ୟୁତ ଗ୍ରାହକ ଏନେଇ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.