ETV Bharat / state

ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ପାଳନ ନେଇ ଦ୍ବନ୍ଦ୍ବ

author img

By

Published : Jun 15, 2020, 8:26 PM IST

କୋରୋନା ପାଇଁ ଜିଲ୍ଲାର ପ୍ରସିଦ୍ଧ ରଥଯାତ୍ରା କିଭଳି ଅନୁଷ୍ଠିତ ହେବ ସେ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି । ରଜ ସଂକ୍ରାନ୍ତି ପରମ୍ପରା ଅନୁଯାୟୀ ଠାକୁରଙ୍କ ନୂତନ ଟାହିଆ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

Confusion over the famous boudh rath yatra celebration
ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଦ୍ବନ୍ଦ

ବୌଦ୍ଧ: କୋରୋନା ଲକଡାଉନ ପାଇଁ ଜିଲ୍ଲାର ପ୍ରସିଦ୍ଧ ରଥଯାତ୍ରା କିଭଳି ଅନୁଷ୍ଠିତ ହେବ ସେ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି । ସୋମବାର ରଜ ସଂକ୍ରାନ୍ତି ଶେଷ ହୋଇଥିବା ବେଳେ ରଥ ନିର୍ମାଣ ମରାମତି କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଜ ସଂକ୍ରାନ୍ତି ପରମ୍ପରା ଅନୁଯାୟୀ ଠାକୁରଙ୍କ ନୂତନ ଟାହିଆ ନିର୍ମାଣ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

ପୂର୍ବରୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଠାକୁରଙ୍କ ସ୍ନାନ ଉତ୍ସବ ବିନା ଭକ୍ତରେ କେବଳ ସେବାୟତଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା । ତେବେ ରଥଯାତ୍ରା ପାଳନ ହେବା ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରଥଯାତ୍ରା ପାଳନ କିଭଳି ହେବ ସେ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.