ETV Bharat / state

ବୌଦ୍ଧରେ ଖ୍ରୀଷ୍ଟମାସ ପାଳନ - ପ୍ରଭୂ ଯୀଶୁଙ୍କ ଧରାବତରଣ

ପ୍ରଭୂ ଯୀଶୁଙ୍କ ଧରାବତରଣ ପରେ ଆନନ୍ଦ ଉଲ୍ଲାସର ସହିତ ଚାଲିଛି ଖ୍ରୀଷ୍ଟମାସ ପାଳନ । ବୌଦ୍ଧ ଜିଲ୍ଲାର ସଦର ମହକୁମାରେ ଥିବା ଦୁଇଟି ଚର୍ଚ୍ଚରେ ବଡ ଦିନ ଉପଲକ୍ଷେ ସ୍ବତନ୍ତ୍ର ଭାବେ ସାଜସଜ୍ଜା ସହ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି ।

Christmas celebration in boudh
ବୌଦ୍ଧରେ ଖ୍ରୀଷ୍ଟମାସ ପାଳନ
author img

By

Published : Dec 25, 2019, 9:00 PM IST

ବୌଦ୍ଧ: ପ୍ରଭୂ ଯୀଶୁଙ୍କ ଧରାବତରଣ ପରେ ଆନନ୍ଦ ଉଲ୍ଲାସର ସହିତ ଚାଲିଛି ଖ୍ରୀଷ୍ଟମାସ ପାଳନ । ଶାନ୍ତି ମୈତ୍ରୀର ବାର୍ତ୍ତା ପ୍ରଚାର ସହ ସ୍ବତନ୍ତ୍ର ପିଠା ମିଠାରେ ମହକୁଛି ଚର୍ଚ୍ଚ ଓ ଘର । ବୌଦ୍ଧ ଜିଲ୍ଲାର ସଦର ମହକୁମାରେ ଥିବା ଦୁଇଟି ଚର୍ଚ୍ଚରେ ବଡଦିନ ଉପଲକ୍ଷେ ସ୍ବତନ୍ତ୍ର ଭାବେ ସାଜସଜ୍ଜା ସହ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି ।

ବୌଦ୍ଧରେ ଖ୍ରୀଷ୍ଟମାସ ପାଳନ

ବ୍ରିଜଛକ ନିକଟରେ ଥିବା କ୍ୟାଥୋଲିକ ଚର୍ଚ୍ଚ ଓ ବାବୁସାହିରେ ଥିବା ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇଭଉଣୀ ଆନନ୍ଦ ଉଲ୍ଲାସର ସହ ମଧ୍ୟରାତ୍ରିରୁ ଖ୍ରୀଷ୍ଟ ଜନ୍ମ ଠାରୁ ଉତ୍ସବ ପାଳନ କରାଯାଉଛି । କ୍ୟାଥୋଲିକ ଚର୍ଚ୍ଚ ଠାରେ ଗୋଶାଳାକୁ ଅତି ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଥିବା ବେଳେ ବାପଟିଷ୍ଟ ଚର୍ଚ୍ଚରେ ସ୍ବତନ୍ତ୍ର ପିଠାପଣାର ଆୟୋଜନ କରାଯାଇଥିଲା । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସହିତ ଅନ୍ୟ ସମ୍ପ୍ରଦାୟର ଲୋକେ ପହଞ୍ଚି ବଡଦିନର ଶୁଭେଚ୍ଛା ଜଣାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ଆନନ୍ଦ ଉଲ୍ଲାସର ସହିତ ଚାଲିଛି ଖ୍ରୀଷ୍ଟ ମାସ ।ଶାନ୍ତି ମୈତ୍ରୀ ର ବାର୍ତ୍ତା ପ୍ରଚାର ସହ ସ୍ବତନ୍ତ୍ର ପିଠା ମିଠାରେ ମହକୁଛି ଚର୍ଚ୍ଚ ଓ ଘର ।
ବୌଦ୍ଧ ଜିଲ୍ଲାର ସଦର ମହକୁମାରେ ଥିବା ଦୁଇଟି ଚର୍ଚ୍ଚରେ ବଡ ଦିନ ଉପଲକ୍ଷେ ସ୍ବତନ୍ତ୍ର ଭାବେ ସାଜସଜ୍ଜା ସହିତ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି ।ବ୍ରିଜଛକ ନିକଟରେ ଥିବା କ୍ୟାଥୋଲିକ ଚର୍ଚ୍ଚ ଓ ବାବୁସାହିରେ ଥିବା ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇଭଉଣୀ ଆନନ୍ଦ ଉଲ୍ଲାସର ସହିତ ମଧ୍ୟ ରାତ୍ରିରୁ ଖ୍ରୀଷ୍ଟ ଜନ୍ମ ଠାରୁ ଉତ୍ସବ ପାଳନ କରୁଛନ୍ତି ।କ୍ୟାଥୋଲିକ ଚର୍ଚ୍ଚ ଠାରେ ଗୋଶାଳା କୁ ଅତି ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଥିବା ବେଳେ ବାପଟିଷ୍ଟ ଚର୍ଚ୍ଚରେ ସ୍ବତନ୍ତ୍ର ପିଠାପଣାର ଆୟୋଜନ କରାଯାଇଥିଲା ।ଖ୍ରୀଷ୍ଟ ଧର୍ମାବଲମ୍ବୀ ଙ୍କ ସହିତ ଅନ୍ୟ ସଂପ୍ରଦାୟର ଲୋକେ ପହଞ୍ଚି ମ୍ୟାରିଖୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ।ଶାନ୍ତି ଓ ମୈତ୍ରୀ ର ବାର୍ତ୍ତା କୁନେଇ ପ୍ରଭୁ ଯୀଶୁ ଧରାବତରଣ କରିଥିବାରୁ ସମସ୍ତେ ମିଳିମିଶି ଏହି ଧରାଧାମରେ ଶାନ୍ତିର ଧ୍ବଜା ଉଡାଇବାକୁ ଆହ୍ବାନ ଦିଆଯାଇଛି ।

Body:ପ୍ରଭୁ ଯୀଶୁ ଙ୍କ ଧରାବତରଣ ଯୋଗୁଁ ଚଳଚଞ୍ଚଳ ଚର୍ଚ୍ଚ ।

Conclusion:ବାଇଟ-୧-ଅନୁଜ ପରିଛା,ଫାଦର,କ୍ୟାଥୋଲିକ ଚର୍ଚ୍ଚ
ବାଇଟ-୨-ରେବରେନ ପୁଲକ ସାମନ୍ତରାୟ,ବାପଟିଷ୍ଟ ଚର୍ଚ୍ଚ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.