ବୌଦ୍ଧ: ମାଡି ଆସୁଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହର । କିନ୍ତୁ ଜନସାଧାରଣ ସଚେତନ ହେଉନଥିବାରୁ ଆଜି(ଶନିବାର) ଖୋଦ ଜିଲ୍ଲାପାଳ ଏବଂ ଏସପି ବଜାରର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିଛନ୍ତି ।
ନିୟମ ମାନିବାକୁ ଲୋକଙ୍କୁ ସଚେତନ କଲେ ଜିଲ୍ଲାପାଳ ଏବଂ ଏସପି