ETV Bharat / state

ବୀରନରସିଂହପୁରରେ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ ଘଟଣା, ଶୁଣନ୍ତୁ କଣ କହୁଛନ୍ତି ସରପଞ୍ଚ

କୋଭିଡ କାର୍ଯ୍ୟରେ ଅବହେଳା ଯୋଗୁଁ ବୀରନରସିଂହପୁର ପଞ୍ଚାୟତର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ ଘଟଣା ଏବେ ରୋଚକ ମୋଡ ନେଇଛି । ଏପ୍ରସଙ୍ଗରେ ଇଟିଭି ଭାରତକୁ ବିସ୍ତାର ସୂଚନା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ।

author img

By

Published : Jun 15, 2020, 11:15 AM IST

2 govt employee suspend issue
ରୋଚକ ମୋଡ ନେଲା ବୀରନରସିଂପୁର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ ଘଟଣା

ବୌଦ୍ଧ: କୋଭିଡ କାର୍ଯ୍ୟରେ ଅବହେଳା ଯୋଗୁଁ ବୀରନରସିଂହପୁର ପଞ୍ଚାୟତର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ ଘଟଣା ଏବେ ରୋଚକ ମୋଡ ନେଇଛି । ଏପ୍ରସଙ୍ଗରେ ଇଟିଭି ଭାରତକୁ ବିସ୍ତାର ସୂଚନା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର 11 ଗୋଟି ସ୍ଥାନରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ପ୍ରବାସୀ ଶ୍ରମିକଙ୍କୁ ରଖାଯାଇଥିଲା । ଗତ ମାସରେ ବୀରନରସିଂହପୁର ପଞ୍ଚାୟତରେ କୋଭିଡ କାର୍ଯ୍ୟରେ ଅବହେଳା ଅଭିଯୋଗ କରି ତଥା ଜିଲ୍ଲାପାଳ କ୍ଷମତାର ବ୍ୟବହାର କରି ସ୍ଥାନୀୟ ସରପଞ୍ଚ ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ।

ବର୍ତ୍ତମାନ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହି ଘଟଣା ଉପରେ ସରପଞ୍ଚଙ୍କୁ କୈଫିୟତ ମାଗିବା ପରେ ଏହି ଘଟଣା ଏବେ ରୋଚକ ମୋଡ ନେଇଛି । ଘଟଣା ସମ୍ପର୍କରେ ବୀରନରସିଂହପୁର ସରପଞ୍ଚ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସମ୍ପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.