ETV Bharat / state

ଫନି ସମୟରେ ବି ବିଜେପିର ଇଭିଏମ ଚିନ୍ତା

ଷ୍ଟ୍ରଙ୍ଗ ରୁମ ନିକଟରେ ବିଜେପି ପ୍ରାର୍ଥୀଙ୍କ ପ୍ରତିନିଧି ୨୪ ଘଣ୍ଟା ସିସିଟିଭି ଫୁଟେଜ ସହାୟତାରେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଚାଲିଛନ୍ତି ।

author img

By

Published : May 3, 2019, 5:19 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ବାତ୍ୟା ‘ଫନି’ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଣ୍ଡବଲୀଳା ରଚିଥିବା ବେଳେ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀ ବୌଦ୍ଧ ଓ କଣ୍ଟାମାଳ ବିଜେପି ପକ୍ଷରୁ ଇଭିଏମକୁ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ ନିକଟରେ ଅସ୍ଥାୟୀ ସୁରକ୍ଷା ଶିବିର ଖୋଲାଯାଇ ନଜର ରଖାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଷ୍ଟ୍ରଙ୍ଗ ରୁମ ନିକଟରେ ବିଜେପି ପ୍ରାର୍ଥୀଙ୍କ ପ୍ରତିନିଧି ୨୪ ଘଣ୍ଟା ସିସିଟିଭି ଫୁଟେଜ ସହାୟତାରେ ସୁରକ୍ଷା ବ୍ୟବସ୍ଥା ଉପରେ କଡା ନଜର ରଖିଥିବା ବିଜେପି କର୍ମୀ ଶ୍ୟାମଘନ ଖମାରୀ କହିଛନ୍ତି ।

ଶୁକ୍ରବାର ଫନି ବାତ୍ୟା ସମୟରେ ବିଜେପିର ବୌଦ୍ଧ ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନ ଓ କଣ୍ଟାମାଳ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଏନସି ଜ୍ୟୋତି ରଞ୍ଜନ ନାଏକ ଏବଂ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମ ଓ ଏହାର ଚତୁଃପାର୍ଶ୍ବର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.