ETV Bharat / state

ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କୋରୋନା ସଚେତନ କରୁଛି ବୌଦ୍ଧ କଂଗ୍ରେସ

ବୌଦ୍ଧରେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ତଥାପି କୋରୋନାକୁ ନେଇ ଅଧିକ ସଚେତନ ରହିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଆହ୍ବାନ । ଅଧିକ ପଢନ୍ତୁ...

ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କୋରୋନା ସଚେତନ କରୁଛି ବୌଦ୍ଧ କଂଗ୍ରେସ
ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କୋରୋନା ସଚେତନ କରୁଛି ବୌଦ୍ଧ କଂଗ୍ରେସ
author img

By

Published : Jun 19, 2021, 2:11 PM IST

ବୌଦ୍ଧ: ଜିଲ୍ଲାରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମାତ୍ର 31 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ପଟରେ ସରକାର ଲକଡାଉନ କୋହଳ କରିଥିବାବେଳେ ଅନ୍ୟ ପଟରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ସାଧାରଣରେ ଆଶ୍ବସ୍ଥି ପ୍ରକାଶ ପାଇଛି ।

ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କୋରୋନା ସଚେତନ କରୁଛି ବୌଦ୍ଧ କଂଗ୍ରେସ

ତଥାପି କୋରୋନାକୁ ନେଇ ସାଧାରଣରେ ସଜାଗ ତଥା ସଚେତନର ଯଥେଷ୍ଟ ଆବଶ୍ୟକତା ରହିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି । ଆଜି ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଜନ୍ମଦିନକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ନିରାଡମ୍ବର ଭାବରେ ପାଳନ ସହିତ ବିଭିନ୍ନ ବସ୍ତିରେ ଲୋକଙ୍କୁ କୋରୋନାକୁ ନେଇ ସଚେତନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.