ETV Bharat / state

ଗେଷ୍ଟ ହାଉସରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି - investigation

ଗେଷ୍ଟ ହାଉସରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା । ପରିବାର ପକ୍ଷରୁ କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : May 12, 2019, 10:12 AM IST

ଭଦ୍ରକ: ଗେଷ୍ଟ ହାଉସରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକଟ କରିଛନ୍ତି ପରିବାର ଲୋକେ ।

ତେବେ ବିନା ପରିଚୟ ପତ୍ରରେ ଗେଷ୍ଟ ହାଉସ ମାଲିକ କିପରି ତାଙ୍କ ଝିଅକୁ ରୁମ ମଧ୍ୟକୁ ପ୍ରବେଶ କରିଥିଲେ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଯୁବତୀଙ୍କ ମାଆ । ତେଣୁ ଗେଷ୍ଟ ହାଉସ ମାଲିକ ତାଙ୍କ ଝିଅ ହତ୍ୟାକାଣ୍ଡର ମୁଖ୍ୟ ନାୟକ ବୋଲି ସେ ଅଭିଯୋଗ କରିବା ସହ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏହି ଗେଷ୍ଟ ହାଉସରେ ଅତୀତରେ ଅନେକ ଅପରାଧିକ ଘଟଣା ଘଟିଥିଲେ ମଧ୍ୟ ସେଠାରେ କିପରି କୌଣସି ସିସିଟିଭି କ୍ୟାମେରା ନାହି । ଏହାସହ ଏନେଇ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ଏଥିସହ ଗେଷ୍ଟ ହାଉସର ଦସ୍ତାବିଜ ଅନୁଯାୟୀ, ହତ୍ୟାକାଣ୍ଡ ଘଟିଥିବା 107 ନମ୍ବର ରୁମରେ ସେହିଦିନ ସକାଳ 6.20ରେ ମୃତ ଯୁବକଯୁବତୀ ପ୍ରବେଶ କରିଥିଲେ । ହେଲେ ଠିକ ସେହିଦିନ ସେଇ 107 ନମ୍ବର ରୁମରେ ସକାଳ 9.00 ଟା ସମୟରେ କିପରି ଅନ୍ୟ ଜଣେ ପ୍ରବେଶ କଲେ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

cgnn

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.