ETV Bharat / state

ଚାନ୍ଦବାଲିରେ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି - bhadrak latest news

ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ବର ମନ୍ଦିର ବଜାର ସମ୍ମୁଖରେ ଥିବା ମଦ ଦୋକାନ ବନ୍ଦ ପାଇଁ ସାଧାରଣ ଲୋକଙ୍କ ଦାବି । ଏହା ସହ ମଦ ଦୋକାନ କୋଭିଡ କଟକଣା ପାଳନ ନକରି ରାତି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିଛି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ଚାନ୍ଦବାଲିରେ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି

author img

By

Published : Jul 27, 2020, 3:16 AM IST

ଭଦ୍ରକ: ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି । ଚାନ୍ଦବାଲି ବ୍ଲକ ବଜାର ସମ୍ମୁଖରେ ଥିବା ମଦ ଦୋକାନ ବନ୍ଦ ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି । ଏହା ସହ ମଦ ଦୋକାନ କୋଭିଡ କଟକଣା ପାଳନ ନକରି ରାତି ପର୍ଯ୍ୟନ୍ତ ମଦ ଦୋନ ଖୋଲା ରହିଛି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି ।

ଚାନ୍ଦବାଲିରେ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବି

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ବର ବଜାରରେ ଥିବା ସରକାରୀ ମଦ ଦୋକାନ ରାତିରେ ଖୋଲା ଯାଉଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସଂଧ୍ୟା 7 ଟା ପରେ ମଦ ଦୋକାନ ବନ୍ଦ ହୋଉଥିବା ବେଳେ ପୁଣି ରାତି ସମୟରେ ଦୋକାନ ଖୋଲାଯାଇ ପେଟି ପେଟି ମଦ ବିକ୍ରି କରାଯାଉଥିବା ଘଟଣା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ତେବେ ଘଣ୍ଟେଶ୍ବରର ଆରାଧ୍ୟ ଦେବତା ମହିମାମଣିଙ୍କ ମନ୍ଦିର ସମ୍ମୁଖ ବଜାର ମଧ୍ୟରେ ରହିଛି ଏହି ମଦ ଦୋକାନ । ତେଣୁ ଏହାକୁ ସ୍ଥାନାନ୍ତର ନେଇ ଦାବି ଜୋର ଧରିଛି । ପଞ୍ଚାୟତ ବାସୀଙ୍କ ଦାବୀ ଯଥାର୍ଥ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.