ETV Bharat / state

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିରେ ପଦଯାତ୍ରା

author img

By

Published : Aug 6, 2019, 9:53 PM IST

ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପାଇଁ ପଦଯାତ୍ରା କରୁଛନ୍ତି ଜଗତସିଂହପୁର ଜିଲ୍ଲାର ଯୁବ ସମାଜ ସେବୀ । ରାଜ୍ୟର 314 ବ୍ଲକରେ କରିବେ ପଦଯାତ୍ରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଓଡିଶାକୁ ସ୍ୱତନ୍ତ୍ର ରାଜ୍ଯ ପାହ୍ଯା ମାନ୍ଯତା ଦାବିରେ ପଦଯାତ୍ରା । ଏହି ଦାବି ନେଇ ସମଗ୍ର ରାଜ୍ୟରେ ଥିବା 314 ବ୍ଲକ ପଦଯାତ୍ରା କରିବେ ଜଗତସିଂହପୁର ଜିଲ୍ଲାର ଯୁବ ସମାଜ ସେବୀ ସୁଶାନ୍ତ ଦାସ । ଏହି ପଦଯାତ୍ରା ସମୟରେ ସେ ବନ୍ତ ବ୍ଲକ ପରିସରରେ ବିଡିଓଙ୍କୁ ଦେଖା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାନୁଯାୟୀ, ଚଳିତ ବର୍ଷ ଜୁଲାଇ 10 ତାରିଖରୁ ସେ ପଦଯାତ୍ରା ଆରମ୍ଭ କରିଛନ୍ତି । କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଜିଲ୍ଲାରେ ଥିବା 25ଟି ବ୍ଲକ ଅତିକ୍ରମ କରିବାପରେ ବନ୍ତ ବ୍ଲକରେ ପହଞ୍ଚିଥିଲେ ସୁଶାନ୍ତ । ପରେ ବିଡିଓଙ୍କୁ ଦେଖା କରି ଓଡିଶାଙ୍କୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଓଡିଶା କୁ ସ୍ୱତନ୍ତ୍ର ରାଜ୍ଯ ପାହ୍ଯା ମାନ୍ଯତା ଦାବିରେ ପଦଯାତ୍ରା। Body:ଓଡିଶା କୁ ସ୍ୱତନ୍ତ୍ର ରାଜ୍ଯ ପାହ୍ଯା ମାନ୍ଯତା ଦାବିରେ ପଦଯାତ୍ରା। ଏହି ଦାବୀ ନେଇ ସମଗ୍ର ରାଜ୍ୟରେ ଥିବା 314 ବ୍ଲକ ପଦଯାତ୍ରା କରି ସରକାର ଙ୍କ ଉପରେ ଚାପ ସୃଷ୍ଟି କରିବା ନିମନ୍ତେ ଏକ ଅଭିନବ ପ୍ରୟାସ। ପଦଯାତ୍ରା କରୁଥିବା ଜଗତସିଂହପୁର ଅଞ୍ଚଳର ଯୁବ ସମାଜ ସେବୀ ସୁଶାନ୍ତ ଦାସ ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ପରିସରରେ ବନ୍ତ ବିଡିଓ ଙ୍କୁ ଭେଟି ଥିଲେ। ଏହି ସମୟରେ ସ୍ଥାନୀୟ ଲୋକ ମାନେ ତାଙ୍କୁ ଅକୁଣ୍ଠ ସମର୍ଥନ କରିଥିଲେ। ସୂଚନା ଅନୁଯାୟୀ ଚଳିତ ବର୍ଷ ଜୁଲାଇ ମାସ 10 ତାରିଖ ରୁ ସେ ପଦଯାତ୍ରା ଆରମ୍ଭ କରିଛନ୍ତି। କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଜିଲ୍ଲା ମାନଙ୍କରେ ଥିବା 25 ଗୋଟି ବ୍ଲକ ଅତିକ୍ରମ କରିବା ପରେ ସୁଶାନ୍ତ ବନ୍ତ ବ୍ଲକ ରେ ପହଞ୍ଚି ଥିଲେ। ପରେ ବ୍ଲକ ପରିସରରେ ବିଡିଓ ଙ୍କୁ ସାକ୍ଷାତ କରି ଓଡିଶା କୁ ସ୍ୱତନ୍ତ୍ର ରାଜ୍ଯ ପାହ୍ଯା ମାନ୍ଯତା ଦାବି ନେଇ ଦାବୀ ପତ୍ର ପ୍ରଦାନ କରିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.