ETV Bharat / state

ମାଟ୍ରିକ ପରୀକ୍ଷା ଫଳ ଖରାପ ଆଶଙ୍କାରେ ଛାତ୍ରୀଙ୍କ ଆତ୍ମହତ୍ୟା

ପରୀକ୍ଷା ଫଳ ଖରାପ ହେବା ଆଶଙ୍କାରେ ଆତ୍ମହତ୍ୟା କଲେ ଛାତ୍ରୀ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ସୁଗୋ ଅଞ୍ଚଳରେ । ଏପରିକି ସେ ମାଟ୍ରିକ ପରୀକ୍ଷାରେ ପାସ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Jul 29, 2020, 10:36 PM IST

ମାଟ୍ରିକ ପରୀକ୍ଷା ଫଳ ଖରାପ ହେବା ଆଶଙ୍କାରେ ଛାତ୍ରୀଙ୍କ ଆତ୍ମହତ୍ୟା

ଭଦ୍ରକ: ପରୀକ୍ଷା ଫଳ ଖରାପ ହେବା ଆଶଙ୍କାରେ ଆତ୍ମହତ୍ୟା କଲେ ଛାତ୍ରୀ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ସୁଗୋ ଅଞ୍ଚଳରେ। ଏପରିକି ସେ ମାଟ୍ରିକ ପରୀକ୍ଷାରେ ପାସ କରିଥିବା ଦେଖିବାକୁ ମିଳିଛି ।

ମାଟ୍ରିକ ପରୀକ୍ଷା ଫଳ ଖରାପ ଆଶଙ୍କାରେ ଛାତ୍ରୀଙ୍କ ଆତ୍ମହତ୍ୟା

ସୂଚନାଯୋଗ୍ୟ, ମାଟ୍ରିକ ପରୀକ୍ଷା ଫଳ ବାହାରିବାକୁ ଥିବା ବେଳେ ପରୀକ୍ଷା ଫଳ ଖରାପ ହେବା ଆଶଙ୍କାରେ ସୁଗୋ ମାହାଳିକ ସାହିର ରାନୁସ୍ମିତା ମାହାଳିକ ବିଷ ପିଇଦେଇଥିଲେ । ତାଙ୍କ ଘର ଲୋକ ସେ ପାସ କରିଥିବା କହିବା ପରେ ଛାତ୍ରୀ ବିଷ ପିଇ ଦେଇଥିବା କରିଥିଲେ ପ୍ରକାଶ । ଏହାପରେ ଘର ଲୋକେ ତାଙ୍କୁ ମେଡିକାଲ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ସୁଗୋ ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀ ଥିଲେ। ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଦେଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.