ଭଦ୍ରକ: କୋରୋନା ମୁକାବିଲା ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ 144 ଧାରା ଲାଗୁ । ଯାଜପୁର, ଢେଙ୍କାନାଳ, ଜଗତସିଂହପୁରରେ ଏବେ ଭଦ୍ରକ ଏହି ନିୟମ ଜାରି ହୋଇଛି । ଜିଲ୍ଲା ପ୍ରଶାସନଙ୍କ ଜରୁରୀ ବୈଠକରେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ