ETV Bharat / state

ପିକଅପ ଭ୍ଯାନ ଓଲଟି 4 ବୋଲବମ ଭକ୍ତ ଆହତ - bhadrak

ଜଳାଭିଷେକ ସାରି ଘରକୁ ଫେରୁଥିବା ସମୟରେ ପିକଅପ ଭ୍ୟାନ ଓଲଟି 4 ଜଣ କାଉଡିଆ ଆହତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jul 22, 2019, 9:22 PM IST

ଭଦ୍ରକ: ପିକଅପ ଭ୍ଯାନ ଓଲଟି 4 ବୋଲବମ ଭକ୍ତ ଆହତ। ଘଟଣାଟି ଘଟିଛି 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ନଳାଙ୍ଗ ଛକ ନିକଟରେ । ଘଟଣାରେ ଆହତ କାଉଡିଆଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାନୁଯାୟୀ, ବାସୁଦେବପୁର ବ୍ଲକ ବାରାପୁର ଗାଁରୁ 12 ଜଣ ବୋଲବମ ଭକ୍ତ ପାଣି ନେଇ ପୁରୀ ଲୋକନାଥ ମନ୍ଦିର ଯାଇଥିଲେ। ପାଣି ଢାଳି ଆଜି(ସୋମବାର) ଘରକୁ ଫେରୁଥିବା ସମୟରେ ନଳାଙ୍ଗ ଠାରେ ଭାରସାମ୍ୟ ହରାଇ ପିକଅପ ଭ୍ଯାନଟି ଓଲଟି ପଡିଥିଲା । ଫଳରେ ଚାରି ଜଣ କାଉଡିଆ ଆହତ ହୋଇଥିବାବେଳେ ଅନ୍ୟ କାଉଡିଆ ଭକ୍ତ ମାନେ ସୁରକ୍ଷିତ ଥିବା ଜଣାପଡ଼ିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ପିକଅପ ଭ୍ଯାନ ଓଲଟି 4 ଜଣ ବୋଲବମ ଭକ୍ତ ଆହତ। Body:ପିକଅପ ଭ୍ଯାନ ଓଲଟି 4 ଜଣ ବୋଲବମ ଭକ୍ତ ଆହତ। 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ନଳାଙ୍ଗ ଛକ ନିକଟରେ ପିକଅପ ଭ୍ଯାନଟି ଓଲଟି ପଡିଥିଲା। ଫଳରେ ସେଥିରେ ଥିବା 4 ଜଣ ବୋଲବମ ଭକ୍ତ ଆହତ ହୋଇଛନ୍ତି। ପରେ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବ୍ଲକର ବାରାପୁର ଗ୍ରାମରୁ 12 ଜଣ ବୋଲବମ ଭକ୍ତ ଶ୍ରାବଣୀ ପାଣି ନେଇ ପୁରୀ ଲୋକନାଥ ମନ୍ଦିର ଯାଇଥିଲେ। ସେଠାରେ ପାଣି ଢାଳି ଆଜି ନିଜ ଗାଁ କୁ ଫେରୁଥିବା ସମୟରେ ନଳାଙ୍ଗ ଠାରେ ଭାରସ୍ୟାମ ହରାଇ ପିକଅପ ଭ୍ଯାନଟି ଓଲଟି ପଡି ଏହିପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ତେବେ ଗାଡିରେ ଥିବା ଅନ୍ୟ ବୋଲବମ ଭକ୍ତ ସୁରକ୍ଷିତ ଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.