ETV Bharat / state

ଭଦ୍ରକରେ ବିଷଧର ସାପ ଉଦ୍ଧାର - ସ୍ନେକ ହେଲ୍ପଲାଇନ

ଜାଲରେ ଦୁଇଟି ବିଷଧର ସାପ ପଡିବା ପରେ, ଏନେଇ ସ୍ନେକ ହେଲ୍ପଲାଇନ ଖବର ପାଇ, ଘଟଣା ସ୍ଥଳରେ ପହଞ୍ଚି ସାପ ଦୁଇଟିକୁ ଉଦ୍ଧାର କରିବା ସହ ଅନ୍ୟ ସାପ ଗୁଡିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

rescue-of-poisonous-snakes-in-bhadrak
ଭଦ୍ରକରେ ବିଷଧର ସାପ ଉଦ୍ଧାର
author img

By

Published : Jun 12, 2020, 5:43 AM IST

ଭଦ୍ରକ: ଜିଲ୍ଲା ଧାମନଗର ପାଇକ ସାହିରେ ପୁଣି ସାପ ଆତଙ୍କ। ଗାଁରେ କିଛିଦିନ ତଳେ ବିଷଧର ସାପ କାମୁଡ଼ାରେ ଜଣେ ମହିଳାଙ୍କର ଜୀବନ ଯାଇଥିଲା। ଏଥିସହ ଗ୍ରାମର ଅଧିକାଂଶ ସ୍ଥାନରେ ସାପ ଦେଖିବା ପରେ ଲୋକମାନେ ଭୟଭୀତ ହୋଇଯାଇଥିବା ଜଣାପଡିଛି। କାରଣ ଗତ ବର୍ଷ ଏହି ସମୟରେ ସେହି ଅଞ୍ଚଳରୁ ସତାଧିକା ନାଗ ସାପ ଉଦ୍ଧାର ହୋଇଥିଲେ।

ଭଦ୍ରକରେ ବିଷଧର ସାପ ଉଦ୍ଧାର

ଯାହାକି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେଣୁ ଏବେ ପୁଣି ସାପ ଦେଖିବା ପରେ, ସେମାନଙ୍କୁ ଧରିବା ପାଇଁ, ଗାଁରେ ଜାଲ ବିଛାଇଥିଲେ ଗ୍ରାମବାସୀ। ଏହି ଜାଲରେ ଦୁଇଟି ବିଷଧର ସାପ ପଡିବା ପରେ, ଏନେଇ ସ୍ନେକ ହେଲ୍ପଲାଇନ ଖବର ପାଇ, ଘଟଣା ସ୍ଥଳରେ ପହଞ୍ଚି ସାପ ଦୁଇଟିକୁ ଉଦ୍ଧାର କରିବା ସହ ଅନ୍ୟ ସାପ ଗୁଡିକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.