ETV Bharat / state

ମା’ଦପାନାୟକାଣୀ ପୀଠରେ ମକର ମେଳା ଲାଗି ପ୍ରସ୍ତୁତି ବୈଠକ - makar mela in maa dapanayakani pitha

ଭଦ୍ରକ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ଭାବେ ଜଣାଶୁଣା ମା’ଦପାନାୟକାଣୀ ପୀଠରେ ମକର ମେଳା ଆୟୋଜନ ଲାଗି ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

maa dapanayakani pitha
ମା’ଦପାନାୟକାଣୀ ପୀଠରେ ମକର ମେଳା ପ୍ରସ୍ତୁତି ବୈଠକ
author img

By

Published : Jan 12, 2020, 6:57 AM IST

ଭଦ୍ରକ: ଚଳିତବର୍ଷ ମା’ଦପାନାୟକାଣୀ ପୀଠରେ ଅନୁଷ୍ଠିତ ହେବ ମକର ମେଳା । ଭଦ୍ରକ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ଭାବେ ଜଣାଶୁଣା ମା’ଦପାନାୟକାଣୀ ପୀଠରେ ମକର ମେଳା ଆୟୋଜନ ଲାଗି ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା 15 ତାରିଖରେ ଆରମ୍ଭ ହେବାକୁ ଥିବା ଏହି ମେଳା 4 ଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

ଭଦ୍ରକ ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ମା’ଦପାନାୟକାଣୀ ପୀଠକୁ ମକର ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ତେଣୁ ମନ୍ଦିର ପାର୍ଶ୍ବ ଫେରିଘାଟରେ ଯାତ୍ରୀ ପରିବହନ ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଚଳିତବର୍ଷ ପ୍ରଥମଥର, ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସିସିଟିଭି କ୍ୟାମେରା ଲାଗିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

ମା’ଦପାନାୟକାଣୀ ପୀଠରେ ମକର ମେଳା ପ୍ରସ୍ତୁତି ବୈଠକ

ଏହି ପ୍ରସ୍ତୁତି ବୈଠକରେ ଭାରପ୍ରାପ୍ତ ଥାନାଧିକାରୀ ରମେଶ ଚନ୍ଦ୍ର ସିଂ, ସ୍ଥାନୀୟ ଲୋକ ପ୍ରତିନିଧି, କମିଟି ସଦସ୍ୟ ଓ ଗ୍ରାମବାସୀ ପ୍ରମୁଖ ଯୋଗ ଦେଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : MAA DAPANAYAKANI PITHA
FORMAT : AVO
REPORT : DEBASIS MOHAPATRA / BHADRAK
DATE : 11.01.2020

ANCHOR : ଭଦ୍ରକ ଜିଲ୍ଲା ର ଅନ୍ୟତମ ଶକ୍ତିପୀଠ ମା’ଦପାନାୟକାଣୀ ପୀଠରେ, ଚଳିତ ବର୍ଷ ମକର ମେଳା ଲାଗି ଏକ ପ୍ରସ୍ତୁତି ବୈଠକ, ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ 15 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମେଳା ଚାରି ଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଂଚାୟତ ଅର୍ନ୍ତଗତ ମା’ଦପାନାୟକାଣୀ ପୀଠ କୁ ମକର ମେଳା ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। Body:ତେଣୁ ମନ୍ଦିର ପାର୍ଶ୍ୱ ଫେରିଘାଟରେ ଯାତ୍ରୀ ପରିବହନ ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଚଳିତ ବର୍ଷ ପ୍ରଥମ ଥର, ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସିସିଟିଭି କ୍ୟାମେରା ଲାଗିବାର ବ୍ୟବସ୍ତା କରାଯିବ ବୋଲି ଜଣାପଡିଛି। ଏହି ପ୍ରସ୍ତୁତି ବୈଠକରେ ଭାରପ୍ରାପ୍ତ ଥାନାଧିକାରୀ ରମେଶ ଚନ୍ଦ୍ର ସିଂ, ସ୍ଥାନୀୟ ଲୋକ ପ୍ରତିନିଧି, କମିଟି ସଦସ୍ୟ ଓ ଗ୍ରାମବାସୀ ପ୍ରମୁଖ ଯୋଗଦେଇଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.