ETV Bharat / state

ମଦୁରାଇରୁ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡିଆ - ପ୍ରଵାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ପହଞ୍ଚିଲା ପହଞ୍ଚି

ତାମିଲନାଡୁ ମଦୁରାଇରୁ ପ୍ରଵାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ରେଳ ଷ୍ଟେସନରେ ଆସି ପହଞ୍ଚିଲା ଏକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମଦୁରାଇରୁ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡିଆ
ମଦୁରାଇରୁ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡିଆ
author img

By

Published : May 28, 2020, 1:13 AM IST

ଭଦ୍ରକ: ତାମିଲନାଡୁ ମଦୁରାଇରୁ ପ୍ରଵାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ରେଳ ଷ୍ଟେସନରେ ଆସି ପହଞ୍ଚିଲା ଏକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ । ମଦୁରାଇରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଆସିଥିବା ଏହି ସ୍ବତନ୍ତ୍ର ଟ୍ରେନରେ 159 ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । ସେମାନଙ୍କ ମଧ୍ୟରୁ 158 ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଜଣେ କେନ୍ଦୁଝର ଜିଲ୍ଲାର ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

ମଦୁରାଇରୁ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡିଆ
ମଦୁରାଇରୁ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡିଆ
ମଦୁରାଇରୁ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡିଆ
ମଦୁରାଇରୁ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡିଆ
ମଦୁରାଇରୁ ଭଦ୍ରକ ପହଞ୍ଚିଲେ ପ୍ରବାସୀ ଓଡିଆ

ଏମାନେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସ୍କ୍ରିନିଂ କରାଯିବା ସହ ନାମ ପଞ୍ଜିକରଣ ଓ ଡାକ୍ତର ମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ସ୍ବତନ୍ତ୍ର ବସ ଯୋଗେ ନିଜ ନିଜ ଅଞ୍ଚଳରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (Tmc)କୁ ପଠାଯାଇଛି । ଏହି ଟ୍ରେନଟି ଭଦ୍ରକ ରେଳ ଷ୍ଟେସନରେ ପ୍ରଵାସୀ ଓଡ଼ିଆଙ୍କୁ ଓହ୍ଲେଇ ସାରିବା ପରେ ଅନ୍ୟ ପ୍ରଵାସୀ ଓଡ଼ିଆଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାତ୍ରା କରିଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.