ଭଦ୍ରକ: ଲକଡାଉନ 4.0କୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମ ଅନୁଷ୍ଠାନ ମାନଙ୍କରେ ବିଶେଷ କଟକଣା ଜାରି। ମନ୍ଦିର ସମେତ ଅନ୍ୟ ସମସ୍ତ ଧର୍ମ ଅନୁଷ୍ଠାନ ଚତୁଃପାର୍ଶ୍ଵରେ 144 ଧାରା ଜାରି ହୋଇଛି ।

ଏଥିସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେବେ ଲକଡାଉନ 4.0 ଶେଷ ଯାଏଁ ଏହି କଟକଣା ଜାରି ରହିବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ