ETV Bharat / state

ହନୁମାନ ପଇସାକୁ କେନ୍ଦ୍ର କରି ଅପହରଣ: ୫ ଗିରଫ, ମୁଣ୍ଡ ଜାମିନ ପାଇଁ ରଖିଥିଲେ ୫ ଲକ୍ଷ

author img

By

Published : Oct 21, 2021, 9:46 PM IST

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବିଜୟନଗର ପଞ୍ଚାୟତ ମଧୂପୁର ଗାଁରେ ହନୁମାନ ପଇସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଅପହରଣ। ଅପହରଣ ପରେ ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଦାବି କରିଥିଲେ ଅଭିଯୁକ୍ତ। ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ କାର ଜବତ କରିଛି। ଅଧିକ ପଢନ୍ତୁ...

ହନୁମାନ ପଇସାକୁ କେନ୍ଦ୍ର କରି ଅପହରଣ: ୫ ଅପହରଣକାରୀ ଗିରଫ

ଭଦ୍ରକ: ଜିଲ୍ଲାର ଚାନ୍ଦବାଲି ବ୍ଲକ ବିଜୟନଗର ପଞ୍ଚାୟତ ମଧୁପୁର ଗାଁରେ ହନୁମାନ ପଇସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଅପହରଣ। ଅପହରଣ ପରେ ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଦାବି କରିଥିଲେ ଅଭିଯୁକ୍ତ । ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ କାର ଜବତ କରିଛି । ଖବର ଅନୁଯାୟୀ ହନୁମାନ ପଇସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିଲା । ପରେ ଏନେଇ ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ କରିଥିଲେ ଅପହରଣକାରୀ । ଯାହାକି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ ପାଇଁ ଥିଲା ଚ୍ୟାଲେଞ୍ଜ l

ତେବେ ଏନେଇ ତଦନ୍ତ ପରେ ଚାନ୍ଦବାଲି ପୋଲିସ ଓ ମତୋ ଫାଣ୍ଡି ପୋଲିସ ଦିଗଛିଆ, ଉଗ୍ରତରା ଓ ମତୋ ଅଞ୍ଚଳରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅପହୃତ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଛି l ଏହି ଅପହରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ଜଣେ ରାଜନେତାଙ୍କ ପୁଅ ଶ୍ରୀକାନ୍ତ ମଲ୍ଲିକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି l ତେବେ ହନୁମାନ ପଇସା କାରବାର ଲିଙ୍କରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.