ETV Bharat / state

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅଭିନବ ପ୍ରତିବାଦ

author img

By

Published : Dec 7, 2020, 9:45 PM IST

ଭଦ୍ରକ ଜ଼ିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଭିନ୍ନ ଧରଣର ପ୍ରତିବାଦର ସ୍ବର । ପଢନ୍ତୁ ଅଧିକ.....

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅଭିନବ ପ୍ରତିବାଦ
ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅଭିନବ ପ୍ରତିବାଦ

ଭଦ୍ରକ: ଜ଼ିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଭିନ୍ନ ଧରଣର ପ୍ରତିବାଦର ସ୍ବର। ଜ଼ିଲ୍ଲାରେ ସ୍ବାସ୍ଥ୍ୟ ଅବସ୍ଥା ଭୁଶୁଡି ଯାଇଥିଲା ବେଳେ ଭଦ୍ରକ ଜ଼ିଲ୍ଲାବାସୀ ଦୀର୍ଘଦିନ ହେଲା ଦାବି କରି ଆସୁଛନ୍ତି ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ। ଏନେଇ ଏକ ଜନ ସଚେତନତା କାର୍ଯ୍ୟ ଆରମ୍ଭ ହୋଇଛି । ଯେ ପର୍ଯ୍ୟନ୍ତ ଜ଼ିଲ୍ଲାରେ ମେଡିକାଲ ପ୍ରତିଷ୍ଠା ନେଇ ସରକାରୀ ସ୍ତରରେ ଘୋଷଣା ନକରାଯାଇଛି ସେ ପର୍ଯ୍ୟନ୍ତ ଧାରଣା, ଧର୍ମଘଟ ଓ ପ୍ରତିବାଦ ଜାରି ରହିବ ବୋଲି କହିଛି ସଂଗଠନ ।

କିଛି ଦିନ ତଳେ ଅନ୍ୟ ତିନିଟି ଜ଼ିଲ୍ଲାକୁ ମେଡିକାଲ କଲେଜ ସ୍ଥାପନ ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର। ଭଦ୍ରକବାସୀ ବହୁ ଆନ୍ଦୋଳନ ଧର୍ମଘଟ, ଦାବିପତ୍ର ଓ ନିବେଦନ ଗୁହାରି ରଖିଥିଲେ ମଧ୍ୟ ଭଦ୍ରକ ଜ଼ିଲ୍ଲାକୁ ବାଦ କରିଛନ୍ତି ସରକାର। ଏହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.