ETV Bharat / state

ଚୋରାରେ ବାଣ ବିକ୍ରି ବେଳେ 3 ଅଟକ, ଲକ୍ଷାଧିକ ଟଙ୍କାର ବାଣ ଜବତ

author img

By

Published : Nov 13, 2020, 8:01 AM IST

Updated : Nov 13, 2020, 2:08 PM IST

ତାଗିଦ ପରେ ଚୋରାରେ ଚାଲିଛି ବାଣ ବିକ୍ରି । ତେବେ ଏହିପରି ବାଣ ବିକ୍ରି ବେଳେ ବେଆଇନ ବିକ୍ରେତାଙ୍କୁ ଧରିଛି ପୋଲିସ । ଏହି ସମୟରେ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି । ଅଧିକ ଖବର ପଢନ୍ତୁ...

ଚୋରାରେ ବାଣ ବିକ୍ରି ବେଳେ 3 ଅଟକ, ଲକ୍ଷାଧିକ ଟଙ୍କାର ବାଣ ଜବତ
ଚୋରାରେ ବାଣ ବିକ୍ରି ବେଳେ 3 ଅଟକ, ଲକ୍ଷାଧିକ ଟଙ୍କାର ବାଣ ଜବତ

ଭଦ୍ରକ: କୋରୋନା କାଳରେ ବାଣ ବିକ୍ରିରେ କଟକଣା । ହେଲେ ତାଗିଦ ପରେ ଚୋରାରେ ଚାଲିଛି ବାଣ ବିକ୍ରି । ତେବେ ଏହିପରି ବାଣ ବିକ୍ରି ବେଳେ ବେଆଇନ ବିକ୍ରେତାଙ୍କୁ ଧରିଛି ପୋଲିସ । ଘଟଣାଟି ଭଦ୍ରକ ଜିଲ୍ଲା ଚରମ୍ପା ନିକଟର । କଟକଣା ସତ୍ତ୍ବେ ଚୋରାରେ ବାଣ ବିକ୍ରି ହେଉଥିବା ଖବର ପାଇ ଭଦ୍ରକ ଟାଉନ ପୋଲିସର ଏକ ଟିମ ଅଚାନକ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି ।

ଏହାସହ ଘଟଣାରେ ସମ୍ପୃକ୍ତ ଅଭିଯୋଗରେ 3 ଜଣଙ୍କୁ ଅଟକ ରଖିଛି ପୁଲିସ । ବର୍ତ୍ତମାନ ସମୟରେ ତଦନ୍ତ ଚାଲିଛି ଓ ଜବତ ବାଣ ଗୁଡିକୁ ନଷ୍ଟ କରାଯିବା ନେଇ ପୁଲିସ ପ୍ରସ୍ତୁତି କରୁଛି ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 13, 2020, 2:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.