ଭଦ୍ରକ: ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ 28 ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ସେମାନଙ୍କ ମଧ୍ୟରୁ 17 ନାବାଳିକା ଓ 10 ନାବାଳକ। ଦଲାଲ ଶିଶୁ ଶ୍ରମିକମାନଙ୍କୁ ଆନ୍ଧ୍ର ଚାଲାଣ ପାଇଁ ଜିତାନଗା ଗାଁରେ ରଖିଥିଲା । ଏଥିରେ ସମ୍ପୃକ୍ତ ମହିଳା ଦଲାଲ ଅଟକ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ