ETV Bharat / state

11 ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ - ଭୁବନେଶ୍ବର ବ୍ରାଉନସୁଗାର ଜବତ

ଭଦ୍ରକ ଜିଲ୍ଲାରେ ବେଆଇନ ଭାବେ ବ୍ରାଉନସୁଗାର କାରବାର କରୁଥିବା ନିଶା ବେପାରୀ ମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛି ଉଭୟ ଭଦ୍ରକ ଜିଲ୍ଲା ପୋଲିସ ଓ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ । ଅଧିକ ପଢନ୍ତୁ...

brownsugar seize in bhadrak
110 ଗ୍ରାମ ବ୍ରାଉନସୁଗାର ଜବତ,ଜଣେ ଗିରଫ
author img

By

Published : Mar 12, 2021, 10:46 PM IST

ଭଦ୍ରକ: 11 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିବାବେଳେ ଜଣେ ଗିରଫ । ଭଦ୍ରକ ଜିଲ୍ଲାରେ ବେଆଇନ ଭାବେ ବ୍ରାଉନସୁଗାର କାରବାର କରୁଥିବା ନିଶା ବେପାରୀ ମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛି ଉଭୟ ଭଦ୍ରକ ଜିଲ୍ଲା ପୋଲିସ ଓ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।

110 ଗ୍ରାମ ବ୍ରାଉନସୁଗାର ଜବତ,ଜଣେ ଗିରଫ

ଜିଲ୍ଲାରେ ପ୍ରତ୍ୟକ ଦିନ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଛି । ଆଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥରରେ ପେଟ୍ରୋଲିଂ କରୁଥିବା ବେଳେ ଜଣେ ଯୁବକଙ୍କ ଠାରୁ 11 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ତାକୁ ଗିରଫ କରିଛନ୍ତି । ଜାତୀୟ ରାଜପଥର ନଳାଙ୍ଗ ରିଲାଆନ୍ସ ପେଟ୍ରୋଲ ପମ୍ପ ନିକଟରୁ ଏହି ଯୁବକଙ୍କୁ ପିଛାକରୀ ତାଙ୍କ ଠାରୁ 110 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 11 ଲକ୍ଷ ଟଙ୍କା ହେବ । ଗିରଫ ଯୁବକ ହେଲେ ନଳାଙ୍ଗ ଅଞ୍ଚଳର ତ୍ରିଲୋଚନ ନାୟକ ।

କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଏକ 11 ଜଣିଆ ସ୍ବତନ୍ତ୍ର ଟିମ । ସେ ଆଜି ଜଳେଶ୍ଵର ଅଞ୍ଚଳରୁ ବ୍ରାଉନ ସୁଗାର ଆଣି ଭଦ୍ରକ ଜିଲ୍ଲାରେ କାରବାର କରିଥାନ୍ତେ ବୋଲି ସୂଚନା ମିଳିଛି । ହେଲେ ଅବକାରୀ ଗୁଇନ୍ଦା ତାକୁ କାବୁ କରିବାରେ ସକ୍ଷମ ହୋଇଛି ।

ଭଦ୍ରକରୁ ଦେବଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.